pakka

ଅତାବିରା ଏନ୍‌ଏସି ସ୍ତରୀୟ ଭାଜପା ନିର୍ବାଚନୀ କାର୍ଯ୍ୟାଳୟ ଉଦ୍‌ଘାଟିତ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ଏନ୍‌ଏସି ସ୍ତରୀୟ ଭାଜପା ନିର୍ବାଚନୀ କାର୍ଯ୍ୟାଳୟ ଅଗ୍ରସେନ ଭବନ ସାମ୍ନାରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ସ୍ଥାନୀୟ ଅତାବିରା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କ ମିଳିତ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ପଣ୍ଡିତ ଯଥା ବିଧି ମୁତାବକ ପୂଜାପାଠ କରିଵା ପରେ ଏହାକୁ ଆନୁଷ୍ଠାନିକ ଭାବେ ନିର୍ବାଚନ ପାଇଁ ଲୋକାର୍ପଣ କରାଯାଇଛି ।

Leave A Reply

Your email address will not be published.

thirteen − six =