Daily Archives

‘ନବୀନ’ର ବିଷୁବ ମିଳନ ଉତ୍ସବରେ ବିଶିଷ୍ଟ ପ୍ରତିଭାଧାରୀଙ୍କୁ ସମ୍ମାନ ପାଇଁ ନିଷ୍ପତ୍ତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡିଶାର ସର୍ବ ପୁରାତନ ସାପ୍ତାହିକ ଖବରକାଗଜ ‘ନବୀନ'ର ୨୬ତମ ବିଷୁବ ମିଳନ ସମାରୋହ ଆଗାମୀ ମେଷ ସଂକ୍ରାନ୍ତି ଏପ୍ରିଲ ୧୪ ତାରିଖ ଦିନ ଅପରାହ୍ନ ୩ଘ.୩୦ମି.ସମୟରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ନବୀନ ଭବନ ପରିସରରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି
Read More...

କୋଶଳ ପ୍ରବାହର ପ୍ରଭାବ : ମରାମତି ହେଲା ଭଙ୍ଗା ନଳକୂପ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ନୂଆପଡାରେ ଏକ କାର୍ ଓଡି ୦୩ ଜେଡ୨୭୦୦ କିରାନା ଦୋକାନର ପିଣ୍ଢା ଉପରେ ଚଢ଼ି ଯାଇ ନଳକୂପକୁ ଧକ୍କା ଦେଇ ଭାଙ୍ଗି ଦେଇଥିଲା । ସେଥି ପାଇଁ ପଡାବାସୀ ବ୍ଳକ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଥିଲେ । ଏନେଇ
Read More...

ମୁରିବାହାଲର ଦୁଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଶନିବାର ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ ଦୁଇ)ରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ
Read More...

ଅଲ୍‌ ଓଡିଶା ଆର୍ଟିଷ୍ଟ କ୍ରିକେଟ୍‌ ପ୍ରିମିୟର୍‌ ଲିଗ୍‌ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ବଲାଙ୍ଗିର ଯୁବ କଳାକାର ସଂଘର ଅଲ୍‌ ଓଡିଶା ଆର୍ଟିଷ୍ଟ ପ୍ରିମିୟମ୍‌ ଲିଗ୍‌ ୨୦୨୪ ସିଜନ-୩ ଉଦ୍‌ଯାପିତ ହୋଇଯାଇଛି । ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସୁପ୍ରିମ୍‌ ଟାସ୍କ
Read More...

‘ନବୀନ’ର ବିଷୁବ ମିଳନ ଉତ୍ସବରେ ବିଶିଷ୍ଟ ପ୍ରତିଭାଧାରୀଙ୍କୁ ସମ୍ମାନ ପାଇଁ ନିଷ୍ପତ୍ତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡିଶାର ସର୍ବ ପୁରାତନ ସାପ୍ତାହିକ ଖବରକାଗଜ ‘ନବୀନ'ର ୨୬ତମ ବିଷୁବ ମିଳନ ସମାରୋହ ଆଗାମୀ ମେଷ ସଂକ୍ରାନ୍ତି ଏପ୍ରିଲ ୧୪ ତାରିଖ ଦିନ ଅପରାହ୍ନ ୩ଘ.୩୦ମି.ସମୟରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ନବୀନ ଭବନ ପରିସରରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି
Read More...

ନିଆଁ ଲାଗି ଜଳିଗଲା ବାଇକ୍‌ : ବର୍ତ୍ତିଲେ ୩ ଯୁବକ

କେସିଙ୍ଗା : କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତ ଦେଣ୍ଡାଗୁଡ଼ା ବ୍ରିଜ ନିକଟରେ ସନ୍ଧ୍ୟାରେ ଏକ ବାଇକ୍‌ରେ ନିଆଁ ଲାଗି ଜଳିଯାଇଥିଲା । କେସିଙ୍ଗା ସାନପଡ଼ା ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ୍‌ରେ ଗୋଲାମୁଣ୍ଡାକୁ କୌଣସି କାମରେ ଯାଇଥିଲେ । ଫେରିବା ବାଟରେ ମାଟିଆ ଗାଁରେ ନିଜର ଜଣେ ସାଙ୍ଗକୁ ଛାଡ଼ି
Read More...

୩.୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ଅଭିଯୁକ୍ତମାନେ ଫେରାର

ମନମୁଣ୍ଡା : ମନମୁଣ୍ଡା ପୁଲିସ ୩.୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ସଂପୃକ୍ତ ଅଭିଯୁକ୍ତମାନେ ଫେରାର ମାରିଥିବା ଜଣାପଡ଼ିଛି । ଶଗଡ଼ାଫାଣ୍ଡି ପଞ୍ଚାୟତ ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ପୁଲିସ ଖବର ପାଇଥିଲା । ତେବେ ଆଇଆଇସି ରାମ କୁମାର ମୁର୍ମୁ ଓ ଶଗଡ଼ାଫାଣ୍ଡି
Read More...

ତାତିକୁ ଦେଖି ଆଉଟ୍‌ଡୋର ଗେମ୍‌ ଉପରେ କଟକଣା

ଭୁବନେଶ୍ୱର : ଖରାରେ ଖେଳିବା ଉପରେ ଲାଗିଲା କଟକଣା । ପ୍ରବଳ ଖରା ହେଉଥିବାରୁ ଆଉଟ୍ ଡୋର୍ ଖେଳ ଉପରେ କଟକଣା ଲଗାଇଲେ ସରକାର । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି । ଖରାରେ
Read More...

ନାଳକୁ ଖସିଲା ମୋ-ବସ୍ : ୨୦ ଯାତ୍ରୀ ଆହତ

ଭୁବନେଶ୍ୱର : ନାଳକୁ ଖସିଲା ମୋ-ବସ୍ । ୨୦ ଯାତ୍ରୀ ଆହତ । ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍ । ୨୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା ବସ୍ । ଖବର ଅନୁସାରେ, ଦୁର୍ଘଟଣା ଘଟିବା ସମୟରେ ପ୍ରାୟ
Read More...