pakka

ନାଳକୁ ଖସିଲା ମୋ-ବସ୍ : ୨୦ ଯାତ୍ରୀ ଆହତ

bbehera

ଭୁବନେଶ୍ୱର : ନାଳକୁ ଖସିଲା ମୋ-ବସ୍ । ୨୦ ଯାତ୍ରୀ ଆହତ । ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍ । ୨୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା ବସ୍ । ଖବର ଅନୁସାରେ, ଦୁର୍ଘଟଣା ଘଟିବା ସମୟରେ ପ୍ରାୟ ୨୫ରୁ ୩୦ ଜଣ ଯାତ୍ରୀ ଥିଲେ । ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ଦୁଇଜଣ ଗୁରୁତର ଥିବା କୁହାଯାଉଛି । କିଛି ଯାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

sixteen − 1 =

error: Content is protected !!