Daily Archives

ବାଲିଗୁଡା ଆସନକୁ ଝୁଲାଇ ରଖିଛି ବିଜେଡି : ବଢୁଛି ନାନା କଳ୍ପନା ଜଳ୍ପନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି । ହେଲେ ବାଲିଗୁଡା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି । ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।
Read More...

ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମେଳନ ଟିଟିଲାଗଡ଼ ଶାଖା ୨୦୨୪/୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ : ଅଧକ୍ଷ ଭାବେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମହାବୀର ଧର୍ମଶାଳାଠାରେ ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମେଳନ ଟିଟିଲାଗଡ଼ ଶାଖାର ବର୍ଷ ୨୦୨୪/୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସର୍ବ ସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ରାଜେଶ
Read More...

ଥମୁନି ଦାଦନ ମୃତ୍ୟୁ ଦୁଃଖ : ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ମୃତ୍ୟୁର ବିକଳ ଚିତ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) ଥମୁନି ଦାଦନ ମୃତ୍ୟୁ ଦୁଃଖ । ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ମୃତ୍ୟୁର ବିକଳ ଚିତ୍ର । ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଓଲଟା । କାମ ଧନ୍ଦା ନପାଇ ହତାଶ ହେବା ପରେ
Read More...

ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ର : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ । ନାଟକରେ ଆତ୍ମବୋଧ ରହିଲେ ନାଟକ ଗ୍ରହଣୀୟ ହୋଇଥାଏ ବୋଲି ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ରରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଶ୍ୱ ନାଟକ ଦିବସ ପରୀପ୍ରେକ୍ଷୀରେ ଓଡ଼ିଶା ନାଟ୍ୟ
Read More...

ଜିଏସ୍‌ଏଚ୍‌ଇଆର ଆଣିଛି ସ୍ୱୟଂ ସେବା କେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଗରୁ ଭଲ ହେବା ପାଇଁ ମଣିଷ ବିଭିନ୍ନ ଔଷଧ ଉପରେ ନିର୍ଭର କରୁଛି । ଶରୀର ସୁସ୍ଥ ରହିଲେ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ । ତେବେ ଜୀବନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ରାଉରକେଲାର ଜଣାଶୁଣା ପ୍ରତିଷ୍ଠିତ ଡାକ୍ତର ବିଶ୍ୱଜିତ ମହାପାତ୍ର ଏକ ଟ୍ରଷ୍ଟ
Read More...

ଦି ହ୍ୟୁମାନିଟି ଫାଉଣ୍ଡେସନର ଶ୍ରଦ୍ଧା ଆଶ୍ରମରେ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ହ୍ୟୁମାନିଟି ଫାଉଣ୍ଡେସନର ଉତ୍କଳ ଦିବସ ସେକ୍ଟର ୧୬ ଶ୍ରଦ୍ଧା ଅନୁଷ୍ଠାନରେ ପାଳିତ ହୋଇଯାଇଛି । ଫାଉଣ୍ଡସନର ପ୍ରତିଷ୍ଠାତା ଦୀପ୍ତି ସୁନ୍ଦରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର
Read More...

କାମ ନଦେବାରୁ ବାଇକ୍‌ ଚୋରେଇ ନେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୋକାନରେ କାମ କରିବାକୁ ମନା କରିଦେବାରୁ ମାଲିକଙ୍କ ବାଇକ୍‌ ଚୋରି ନେଇଛନ୍ତି ଜଣେ ଯୁବକ । ଏଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ଟାଉନ ଥାନାରେ ପହଂଚିଛି । ବଲାଙ୍ଗିର ସହର କଂସାରୀପଡା ନିବାସୀ ଏମ୍‌.ଡି.ମନୁଙ୍କ ଏକ କୁଲର୍‌ ଦୋକାନ ରହିଥିବା ବେଳେ ଗତ ୩୧ ତାରିଖ
Read More...

ମତଦାତାଙ୍କ ପ୍ରତି ସ୍ଵତନ୍ତ୍ର ଯତ୍ନବାନ ହେଲେ ମତଦାନ ପରିମାଣ ବୃଦ୍ଧି ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ସାଧାରଣ ନିର୍ବାଚନରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ମତଦାତାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରି ପାରିବେ ସେନେଇ ବଲାଙ୍ଗିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି ।
Read More...

ଟ୍ରକ୍ ଧକ୍କାରେ ଯୁବକ ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ୍‌ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଯାଇଛି । ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତ ଜଣକ ହେଲେ ସନ୍ତୋଷ ଦେହୁରୀ ସେ ସ୍ଥାନୀୟ ବିନିନ୍ଦା ଗ୍ରାମର ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ଫେରାର ଅଛି
Read More...

ଆଗଲପୁର ବ୍ଲକ୍‌ରେ ବିଜେଡି ପ୍ରାର୍ଥି ନିହାର ରଂଜନ ବେହେରାଙ୍କ ଜନସଂପର୍କ ଯାତ୍ରା ଆରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) ଲୋଇସିଂହା ବିଜେଡି ବିଧାୟକ ପ୍ରାର୍ଥି ନିହାର ରଂଜନ ବେହେରାଙ୍କ ଆଗଲପୁର ବ୍ଲକ୍‌ ଆଗଲପୁର ଅଂଚଳରେ ଜନସଂପର୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଶ୍ରୀ ବେହେରା ଭରସୂଜା ଗ୍ରାମରେ ପହଞ୍ଚିବା ପରେ ପ୍ରଥମେ ମାଁ ଛେଲିଆପାଟ ମନ୍ଦିରରେ ପୂଜାର୍ଚନା କରି ସେଠାରୁ ଏକ
Read More...