Daily Archives

ପାଣିରେ ବୁଡ଼ି ଜଣେ ନାବାଳକ ମୃତ

ପାଟଣାଗଡ଼ : ପାଟଣାଗଡ଼ ଥାନା ବନେଇମୁଣ୍ଡା ପଞ୍ଚାୟତ ଦଲଦଲି ଗାଁରେ ପୋଖରୀ ପାଣିରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣକ ହେଲେ ଉକ୍ତ ଗାଁର ସୁରେନ୍ଦ୍ର ଷାଣ୍ଡଙ୍କ ଏକମାତ୍ର ପୁଅ କରମ । ସକାଳେ ସୁରେନ୍ଦ୍ରଙ୍କ ସ୍ତ୍ରୀ ତାଙ୍କ ପୁଅ ଓ ଭାଇଙ୍କ ଝିଅକୁ ନେଇ ଗାଁ ପୋଖରୀକୁ
Read More...

ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ସ୍ୱାମୀ ଫେରାର୍

ବୌଦ୍ଧ : ସ୍ତ୍ରୀକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଫିସ୍ ଫିସ୍ କରି ହାଣି ସ୍ୱାମୀ ଫେରାର୍‌ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟାଉନ୍ ଥାନା ଅନ୍ତର୍ଗତ ବୃନ୍ଦାବନ ଗାଁ ଟିକିରା ସାହିରେ । ମୃତ ମହିଳା ଜଣଙ୍କ ହେଲେ ଆମ୍ବବୃତି ନାଗ ଏବଂ ଅଭିଯୁକ୍ତ ସ୍ୱାମୀ ହେଲା ସନାତନ ନାଗ । ଖବର ଅନୁଯାୟୀ
Read More...

ଚୀନରେ ଭୂମିକମ୍ପ

ବେଜିଂ : ଗୁରୁବାର ସକାଳେ ଚୀନ୍‌ର କିଙ୍ଘଇ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର (ସିଇଏନ୍‌ସି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପ ଉତ୍ତର-ପଶ୍ଚିମ ଚୀନ୍‌ର କିଙ୍ଘଇ ପ୍ରଦେଶର ମାଙ୍ଗ୍ୟା
Read More...

ମୁକୁଳା ଡ୍ରେନ୍ ନେଲା ଜୀବନ : ଖସିପଡ଼ି ରାଜମିସ୍ତ୍ରୀ ମୃତ

କଟକ : କଟକ ନୂଆ ବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ମୁକୁଳା ଡ୍ରେନ୍‌ରେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସିଆର୍‌ଆର୍‌ଆଇ ଥାନା ନୂଆ ବଜାର ଅଞ୍ଚଳର ମହିମା ନଗର ମଙ୍ଗଳା ମନ୍ଦିରଠାରେ ଏହି ଅଘଟଣ ଘଟିଛି । ସକାଳେ ସ୍ଥାନୀୟ ଲୋକେ ଡ୍ରେନ୍‌ରେ ମୃତଦେହ ପଡ଼ିଥିବା ଦେଖି
Read More...

ଶାନ୍ତିପୂର୍ଣ୍ଣ ଏବଂ ପ୍ରଲୋଭନମୁକ୍ତ ସାଧାରଣ ନିର୍ବାଚନ ୨୦୨୪ ସୁନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

● ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମାନଙ୍କୁ ଦିଆଗଲା ଆଦେଶ● ଚୋରା ମଦ, ନଗଦ ଟଙ୍କା, ନିଶା ଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଓ ମାଗଣା ସାମଗ୍ରୀ ପରିବହନକୁ ରୋକିବା ପାଇଁ
Read More...

ମିଥ୍ୟା ବନାମ ତଥ୍ୟ : ଔଷଧ ଦରରେ ଉଲ୍ଲେଖନୀୟ ବୃଦ୍ଧି ଦାବି କରୁଥିବା ଗଣମାଧ୍ୟମ ରିପୋର୍ଟ ମିଥ୍ୟା ଓ ବିଭ୍ରାନ୍ତିକର

• ହୋଲ୍‌ସେଲ୍‌ ମୂଲ୍ୟ ସୂଚକାଙ୍କ ଆଧାରରେ ଏନ୍‌ପିପିଏ ବାର୍ଷିକ ଅନୁସୂଚିତ ଔଷଧର ସର୍ବୋଚ୍ଚ ମୂଲ୍ୟ ସଂଶୋଧନ କରିଥାଏ• ଡବ୍ଲ୍ୟୁପିଆଇ ୦.୦୦୫୫୧% ବୃଦ୍ଧି ଆଧାରରେ ୭୮୨ଟି ଔଷଧର ପ୍ରଚଳିତ ସର୍ବୋଚ୍ଚ ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ୫୪ଟି ଔଷଧର ମୂଲ୍ୟରେ ୦.୦୧ ଟଙ୍କା(ଏକ
Read More...

ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ସଭାପତି ସୁବୋଧ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମୁହିକ ବ୍ରତୋପନୟନରେ ଟିଟିଲାଗଡ ତଥା
Read More...

ଧନ୍ୟବାଦ ଜଣାଇଲେ ସୁରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ବଳିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ବିଜୁ ଜନତା ଦଳର ବଲାଙ୍ଗିର ସାଂସଦ ପ୍ରାର୍ଥୀ ହେବା ପରେ ତାଙ୍କ ଶୁଭେଚ୍ଛୁ ସମର୍ଥକଙ୍କ ମହଲରେ ଖୁସିର ବାତାବରଣ ଦେଖିବାକୁ ମିଳିଛି । ଶ୍ରୀ ସିଂ ଭୋଇଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ
Read More...
error: Content is protected !!