Daily Archives

ଦେହରେ ଗଞ୍ଜେଇ ଗୁଡ଼ାଇ ଚାଲାଣ କରୁଥିବା ବେଳେ ଧରି ଦେଲା ପାଲିସ

କୋରାପୁଟ : ନିଜ ଦେହରେ ଗଞ୍ଜେଇକୁ ପ୍ୟାକିଂ କରି ଚାଲାଣ କରିବା ସମୟରେ ଗିରଫ ହେଲେ ଅଭିଯୁକ୍ତ । ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣର ଏହି ଘଟଣା କୋରାପୁଟ ନନ୍ଦପୁରରେ ଘଟିଛି । ନିଜ ଦେହରେ ଗଞ୍ଜେଇକୁ ଗୁଡ଼ାଇଥିଲା ଅଭିଯୁକ୍ତ । ବେଶ୍ ଚାଲାକି ସହ ସେଲୋ ଟ୍ୟାପରେ ପେଟ, ପିଠି ଏବଂ ଛାତିରେ
Read More...

କମିଶନରେଟ ପୋଲିସ କବଜାରେ ୪ ଡକାୟତ

ଖୋର୍ଦ୍ଧା : କମିଶନରେଟ ପୋଲିସ କବଜାରେ ୪ ଡକାୟତ । ବ୍ୟବସାୟୀଙ୍କୁ ଲୁଟ୍ ମାମଲାରେ ୪ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଖୋର୍ଦ୍ଧା ପିତାପଲି ଛକରେ ବ୍ୟବସାୟୀଙ୍କ ନିକଟରୁ ଏହି ୪ ଲୁଟେରା ଲୁଟ୍‌ କରିଥିଲେ । ୪ ଲୁଟେରାଙ୍କୁ ଇମ୍ଫୋଭାଲି ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ୯
Read More...

ପାରିବାରିକ କଳହର କରୁଣ ପରିଣତି : ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ

କେନ୍ଦ୍ରାପଡ଼ା : ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀ ଆଗରେ ୯ ମାସର ଶିଶୁକନ୍ୟାକୁ ଧରି ଖରସ୍ରୋତା ନଦୀକୁ ଡେଇଁଲା ମାଆ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଏକ ଡଙ୍ଗା
Read More...

ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଉଦ୍‌ଘାଟନ କଲେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିଲ୍‌ଡ୍ରେନ୍‌ ପାର୍କ ପାଖରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ‘ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଉଦ୍‌ଘାଟନ କରିଛନ୍ତି । ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ‘ଆମର୍‌ ବଲାଙ୍ଗିର୍‌’
Read More...

ପାଟଣାଗଡ ପୋଲିସକୁ ବଡ ସଫଳତା : ବାଇକ୍‌ ଡ଼ିକି ଭାଙ୍ଗି ଲୁଟୁ ଥିବା ଅଭିଯୁକ୍ତ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପୋଲିସକୁ ମିଳିଛି ବଡ଼ ସଫଳତା । ପାଟଣାଗଡ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାଇକ୍‌ ଡ଼ିକି ଭାଙ୍ଗି ଲୁଟ୍‌ କରି ଫେରାର୍‌ ମାରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ । ସୂଚନା ଅନୁସାରେ ପାଟଣାଗଡର ଏକ ଦୋକାନ ସମ୍ମୁଖରେ
Read More...

କାଜୁ ଜଙ୍ଗଲରେ ଯୁବକଙ୍କ ଗଳିତ ଶବ ଉଦ୍ଧାର

କୋକସରା : କାଜୁ ଜଙ୍ଗଲରେ ଜଣେ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ଏହୀ ଘଟଣା ଘଟିଛି । କୋକସରା ପୋଲିସର ତଦନ୍ତ ଜାରି ରହିଛି । ଏଠାରେ ଥିବା କାଜୁ ଜଙ୍ଗଲରେ ଜଣେ ଯୁବକଙ୍କ ଗଳିତ ଶବ କାଜୁ ଗଛରେ ଝୁଲନ୍ତା
Read More...

ଟିଟିଲାଗଡ଼ରେ ଶ୍ରୀରାମ ନବମୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏପ୍ରିଲ ୧୭ ତାରିଖରେ ଶ୍ରୀରାମ ନବମୀ ପଡ଼ୁଥିବା ବେଳେ ଏହାକୁ ନେଇ ଟିଟିଲାଗଡ଼ ଠିକାଦାରପଡ଼ା ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରୀରାମ ସେବା ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର
Read More...

ଚଳନ୍ତା ଟ୍ରେନରୁ ଖସି ପଡ଼ି ଶ୍ରମିକଙ୍କ ଗୋଡ଼ କଟିଲା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖଲିଆପାଣି ଗାଁର ରଥୁ ବରିହା (୪୫)ନାମକ ଜଣେ ଶ୍ରମିକଙ୍କ ଚଳନ୍ତା ଟ୍ରେନରୁ ଖସି ପଡ଼ି ଗୋଡ଼ କଟି ଯାଇଥିବା ଜଣା ପଡିଛି । ଶ୍ରମିକ ଜଣକ ହରିଶଙ୍କରରୁ ନୂଆପଡ଼ା ଅଭିମୁଖେ ଆସୁଥିବା ଟ୍ରେନରୁ ଖସି ପଡ଼ିଥିଲେ । ରଥୁ ନିଜ ସାଥୀଙ୍କ ସହ ମିଶି
Read More...

ଗୁରୁତ୍ତର ଆହତ ମୁନା ବେହେରାଙ୍କୁ ଭେଟିଲେ କଂଗ୍ରେସ ନେତା ଭାଗିରଥୀ ବେହେରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ହୋଇ ବ୍ରହ୍ମପୁର ବଡମେଡିକାଲ୍‌କୁ ସ୍ଥାନାନ୍ତାର ହୋଇ ଗୁରୁତ୍ତର ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଟିବି - ଚାମ୍ପିୟନ୍ ମୁନା ବେହେରାଙ୍କୁ ସମାଜସେବୀ ତଥା କଂଗ୍ରେସ୍ ନେତା ଭାଗିରଥୀ
Read More...

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେଲା କୋର୍ଟ

ଭୁବନେଶ୍ଵର : ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର । ଯାହାକୁ ନଜରରେ ରଖି ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି । ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ ଦିନ
Read More...
error: Content is protected !!