ପଦ୍ମପୁର ଟାଉନରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଟାଉନ ହଲଠାରେ ସ୍ୱାୟତ୍ତ ଶାସନ ଦିବସ ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ବର୍ଷା ସିଂହ ବରିହା, ମୁଖ୍ୟ ବକ୍ତା ଶ୍ରୀମତୀ ଶର୍ମିଲା ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ନିରୋଜ ଦୋରା, ରାଜେନ୍ଦ୍ର କୁମାର ମହାନ୍ତି, ଲାଲ ବିହାରୀ ମିଶ୍ର, ସୁରେନ୍ଦ୍ର ସାହୁ, ରମେଶ ଗୁର୍ଲ୍ଲା, ରାଜେଶ ଗୁର୍ଲ୍ଲା, କେଶ ରଞ୍ଜନ ପ୍ରଧାନ, ନୀଳକଣ୍ଠ ଦୀପ, ସୋମେଶ ମହାନ୍ତି, ରବି ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ପରେ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସଂଯୋଜନାରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.

seventeen + 4 =