Daily Archives

ଓପୋଲଫେଡ଼ ଚିକେନ ଫ୍ରେସ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ଓପୋଲଫେଡ଼ ଚିକେନ ଫ୍ରେସ ବିକ୍ରୟ କେନ୍ଦ୍ର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର, ଓଡିଶା ନିରଞ୍ଜନ ପୂଜାରୀଙ୍କ କରକମଳରେ ଉଦ୍‌ଘାଟିତ
Read More...

ଦେଶୀ ମଦଭାଟି ଭାଂଗିଲେ ଗାଁ ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ପାଖ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ମିଳିତ ଭାବେ ଗାଁର ମଦଭାଟିରେ ହୋହାଲ୍ଲା କରିବା ସହିତ ଗଦା ଗଦା ମଦ ପାଉଚ୍‌ ରାସ୍ତା ଉପରେ ଢ଼ାଳି ଦେଇଛନ୍ତି । ଗାଁ ମୁଣ୍ଡରେ ମଦ ଦୋକାନ ଖୋଲିବାକୁ ନେଇ ଲୋକେ
Read More...

ଚାଷୀଙ୍କୁ ଫଳଚାରା ବଣ୍ଟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ ସ୍ଥିତ ଭଗବାନ ନଗର ଫାର୍ମରେ ସଂଷ୍ଟେନବୁଲ ଗ୍ରୀନ ଇନସିଏଟିଭ ଫାଉଣ୍ଡେସନ ଓ ବାସୁଦେବ ଫାଉଣ୍ଡେସନ ସହାୟତାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଲୋଇସିଂହା ତଥା ଆଗଲପୁର ବ୍ଲକର ଚାଷୀମାନଙ୍କୁ ଫଳଚାରା ବଣ୍ଟନ କରାଯାଇଛି । ଏହି ଅବସରରେ
Read More...

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସମ୍ବଲପୁର : ଆଜି ସକାଳ ୮ଟାରେ କମିଶନର ବେଦ ଭୂଷଣଙ୍କ ଦ୍ଵାରା ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଛି । ଏହା ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ କମିଶନର ବେଦ ଭୂଷଣଙ୍କ
Read More...

ବଲାଙ୍ଗିର ଇନ୍ଦିରା ନଗରଠାରେ ମେଗା ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇନ୍ଦିରା ନଗର ୱାର୍ଡ ନ.୨୦ଠାରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସର ମଧ୍ୟରେ ସୁଶ୍ରୀ ଗାୟିତ୍ରୀ ଭୋଇ (ଉପ-ନଗରପାଳ, ବଲାଙ୍ଗିର ପୌର ପରିଷଦ)ଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର
Read More...

ଟିଟିଲାଗଡ ସାହିତ୍ୟ ସଂସ୍କୃତି ପକ୍ଷରୁ ସ୍ୱାଭାବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସାହିତ୍ୟ ସଂସ୍କୁତି ପକ୍ଷରୁ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳେ ଗଙ୍ଗାଧରଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି
Read More...

ଟିଟିଲାଗଡ଼ରେ ୮୫ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ପୌରପରିଷଦ ତରଫରୁ ୮୫ତମ ସ୍ୱାୟତ୍ତ ଶାସନ ଦିବସ ସ୍ଥାନୀୟ ରାଜକନୱାର ପାର୍କ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ
Read More...

ପ୍ରଧାନ ଶିକ୍ଷକ ଜ୍ୟୋତିଚରଣ ନାଗଙ୍କ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମର ସମାଜସେବୀ ସୁଦର୍ଶନ ତାଣ୍ତି, ଶିକ୍ଷାବିତ୍ ଭୁବନେଶ୍ୱର ଜାଲ୍, ଚଞ୍ଚଳ ମାଝୀ, ସିଆର୍‌ସିସି
Read More...

କିଛି ଦିନର ନୀରବତା ପରେ ପୁଣି କଫ ସିରପ ଜବତ : ୨ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବୁଧବାର ବେଆଇନ କଫ ସିରପ କାରବାର କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୃଥକ ପୃଥକ ଜାଗାରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର
Read More...

ଲୋୟର ସୁକତେଲ ପ୍ରକଳ୍ପ ଡେମ୍‌ ସାଇଟରେ ଠିକା ଶ୍ରମିକଙ୍କ ଆତ୍ମହତ୍ୟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ମାଗୁରବେଡା ନିକଟସ୍ଥ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ କାମ କରୁଥିବା ଜନୈକ ଠିକା ଶ୍ରମିକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଶ୍ରମିକଙ୍କ ନାମ ନରେଶ୍ୱର ଷାଣ୍ଢ(୨୭) ଓ ତାଙ୍କ ଘର ଅନୁଗୁଳ ଜିଲାରେ
Read More...
error: Content is protected !!