Monthly Archives

May 2023

ରାସ୍ତା ମରାମତି ପାଇଁ ଦାବୀ

ଖଡ଼ିଆଳ, (ନିରାକାର ମେହେର) : ସାନମହେଶ୍ୱର ଗ୍ରାମ ଠାରୁ ତିଖାଲିପଡ଼ା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି । ହେଲେ ରାଜାମୁଣ୍ଡାଠାରେ ରାସ୍ତା କାମ ହୋଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି ରାସ୍ତାରେ ଖାଲ ଖମା
Read More...

ଝାରମୁଣ୍ଡା ଏଥଲେଟିକ୍‌ ଆସୋସିଏସନର ୩୨ତମ ପ୍ରତିଷ୍ଠା ଦିବସ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମର ଏଥଲେଟିକ୍‌ ଏସୋସିଏସନ ତରଫରୁ ୩୨ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ସଭାତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଅତିରିକ୍ତ ଜିଲ୍ଲାପାଳଙ୍କୁ ଘେରିଲେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୧ରୁ ୨୧ର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆଙ୍କୁ ଭେଟି ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି । ଧାରଣାରେ ବସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର
Read More...

ଓଏମସି ଅଧିକାରୀଙ୍କ ‘ଶ୍ରଦ୍ଧା’ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଖଣି ନିଗମ (ଓଏମସି) ଫାଉଣ୍ଡେସନ ଦିବସ ଅବସରରେ କୋଇଡା ଶାଖାର ଆଞ୍ଚଳିକ ପରିଚାଳକ ପ୍ରଦ୍ୟୁମ୍ନ କୁମାର ନାୟକ, ମେଡିକାଲ ଅଫିସର ଡ଼ା. ସାବିତ୍ରୀ ବାଲା ମୁଣ୍ଡା, ପ୍ରଦୀପ କୁମାର ବେହେରା, ସୁଜାତା ରଣା, ସଞ୍ଜୟ କୁମାର ପ୍ରଧାନ ଓ ଆରତୀ ବାର୍ଲା ପ୍ରମୁଖ
Read More...

ରେଳବାଇର ଅବହେଳାକୁ ବରଦାସ୍ତ କରାଯିବ ନାହିଁ, ଦାବୀ ହାସଲ ପାଇଁ ସମ୍ମିଳିତ ଲଢେଇର ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପ୍ରତି ରେଳବାଇର କ୍ରମାଗତ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ସ୍ଥଳେ ଏଥିପାଇଁ ସମ୍ମିଳିତ ଭାବେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାରଠାରେ ଭାରତୀୟ ରେଳ ବିଭାଗର ଆମ ପ୍ରତି ଅବହେଳା ଓ ରେଳର
Read More...

ଟିଟିଲାଗଡ଼ ଟାଙ୍ଗରପଡା ଜବରଦଖଲ ଉଚ୍ଛେଦ ପରେ ବିସ୍ଥାପିତ ଏବେ ଅସହାୟ, ପୌରାଧ୍ୟକ୍ଷା କଲେ ନିନ୍ଦା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଟାଙ୍ଗରପଡା ଜବରଦଖଲ ଉଚ୍ଛେଦ ପରେ ବିସ୍ଥାପିତ ଏବେ ଅସହାୟ । ପୌରାଧ୍ୟକ୍ଷା ଏଭଳି ପ୍ରଚଣ୍ଡ ଖରାରେ ଜବର୍‌ଦଖଲ୍‌ ଉଚ୍ଛେଦକୁ ନିନ୍ଦା କରିଛନ୍ତି । ଟିଟିଲାଗଡ଼ ହାଟପଦା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇ
Read More...

ବିଏସ୍‌କେୱାଇରେ ଉଲ୍ଲେଖନୀୟ ଅଗ୍ରଗତି

ସାମିଲ ହେଲେ ୬୮୧ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲହସ୍ପିଟାଲ ସ୍ତରରେ ରୋଗୀମାନଙ୍କ ସହାୟତା ପାଇଁ ୬୬୮ ଛାମୁଆ କର୍ମଚାରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡିଶା ସରକାରଙ୍କ ଅନନ୍ୟ ପ୍ରଚେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
Read More...

ସ୍ନାତକ ଶିକ୍ଷକ ମାନ୍ୟତା ନ ଦେଲେ ଆନ୍ଦୋଳନକୁ ଓହ୍ଲାଇବ ୨୦୧୧ ବ୍ୟାଚ୍‌ ସ୍ନାତକ ଶିକ୍ଷକ ସଂଘ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସଦର ବ୍ଲକ ଖଜୁରଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୧ ବ୍ୟାଚ୍‌ ସ୍ନାତକ ଶିକ୍ଷକ ସଂଘ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଶୁତୋଷ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବାବୁଲୁ ଶତପଥୀ ଉଦ୍ଦେଶ୍ୟ
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

ଡେଙ୍ଗୁ ରୋଗକୁ ପ୍ରତିରୋଧ ପାଇଁ ଜନସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ
Read More...

ପୁରେନାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ : ଯୋଗଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ତିନି ଦିନ ବ୍ୟାପୀ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ଅଙ୍ଗନଦୀ କୂଳରୁ ୧୦୮ ପବିତ୍ର ପୂର୍ଣ୍ଣ କଳସ ଆଣି ଏକ
Read More...