Monthly Archives

February 2023

ନକଲି ମେଡିସିନ୍ ଜବତ, ମାଲିକ ଅଟକ

କଟକ : ପୁରୀଘାଟ ଥାନା ଅଞ୍ଚଳ ଟାଉନ ହଲ ରୋଡରେ ଶ୍ରୀ ଡିଷ୍ଟ୍ରିବୁଟର ଉପରେ ଚଢାଉ କରି ୨ ଲକ୍ଷ ଟଙ୍କାର ନକଲି ମେଡିସିନ ଡ୍ରଗ୍ସ ବିଭାଗ ଓ ପୁରୀଘାଟ ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନକଲି ମେଡିସିନ୍ ବିକ୍ରି କରିବା ଅଭିଯୋଗରେ ଶ୍ରୀ ଡିଷ୍ଟ୍ରିବୁଟର ମାଲିକ ବିଜୟ ଅଗ୍ରୱାଲକୁ
Read More...

ଟ୍ରେନି ଆଇଏଏସ୍‌ଙ୍କ ବିଏମ୍‌ସି ବସ୍ତି ପରିଦର୍ଶନ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)କୁ ଉନ୍ନିତ ହୋଇଥିବା ୧୬ ଜଣ ଅଧିକାରୀ ବିଏମ୍‌ସିର ବିଭିନ୍ନ ବସ୍ତି ପରିଦର୍ଶନ କରିଛନ୍ତି । ଏହା ସହ ଭାରତ ଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜାଗା ମିଶନ ମଡେଲ ସମ୍ପର୍କରେ ପଚାରି ବୁଝିଛନ୍ତି ।
Read More...

ସିମେଣ୍ଟ ବୋଝେଇ ଟ୍ରକକୁ ପିଟିଲା ହାଇୱା, ମଝି ରାସ୍ତାରେ ଜଳିଗଲା ଗାଡ଼ି

ବାରଙ୍ଗ : ସିମେଣ୍ଟ ବୋଝେଇ ଟ୍ରକକୁ ପିଟିଲା ହାଇୱା । ଦୁର୍ଘଟଣା ପରେ ହାଇୱାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ହାଇୱା ପଟିଆରୁ ନନ୍ଦନକାନନ ଯିବା ମଝିରେ
Read More...

ନନ୍ଦନବନଠାରେ ଥିବା ୧୧ ଠେକୁଆ ମୃତ

ବୌଦ୍ଧ : ନନ୍ଦନବନରେ ୧୧ ଠେକୁଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ବୀରନରସିଂହପୁର ଗ୍ରାମ ନିକଟରେ ନିର୍ମାଣଧିନ ନନ୍ଦନବନ ନିକଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୧୧ଟି ଠେକୁଆ ରଖାଯାଇଥିଲା । ହେଲେ ସେଥି
Read More...

ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ଖଇରା : ସ୍ତ୍ରୀକୁ ହତ୍ୟା କରି ନିଜେ ବିଷ ପିଇ ଆତ୍ମହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ଖଇରା ଥାନା ଅନ୍ତର୍ଗତ ତିଳଦା ଗ୍ରାମରେ । ସୂଚନା ଅନୁଯାୟୀ, ଖଇରା ଥାନା ଅନ୍ତର୍ଗତ ତିଳଦା ଗ୍ରାମର ବାବୁ ଦାସ ଓ ସ୍ତ୍ରୀ ମିନା ଦାସଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ସୋମବାର
Read More...

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତର ଆମୁଣି ଗାଁ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ, ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତର ଆମୁଣି
Read More...

ମଣିପୁରର ନୋନିରେ ଭୂକମ୍ପ

ନୋନି : ମଣିପୁରର ନୋନିରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନ୍‌ସିଏସ୍‌) ଅନୁଯାୟୀ, ଭୂକମ୍ପର ଝଟକା ପ୍ରାୟ ୨ଟା ୪୬ ମିନିଟରେ ଅନୁଭୁତ ହୋଇଥିଲା । ଏହା ଭୂପୃଷ୍ଠରୁ ୨୫ କିଲୋମିଟର ଗଭୀରତାରେ ଥିଲା । ସିକ୍ଟର ସ୍କେଲରେ ଏହାର ତୀବ୍ରତା
Read More...

୧୭ ଗ୍ରାମର ଧଳା ଜହର ଜବତ : ୨ ଗିରଫ

ଟାଙ୍ଗୀ : ଆଜି ଟାଙ୍ଗୀ ପୋଲିସ ମଙ୍ଗଳାଯୋଡି-ଟାଙ୍ଗୀ ରୋଡ ନିକଟସ୍ଥ ପଣସପୁରପାଟଣା ଗ୍ରାମର ଏକ ନିର୍ମାଣଧୀନ ଘରେ ଚଢ଼ାଉ କରି ୧୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ୨ ନିଶା ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ପରାର୍ମଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା କର୍ମ ନିୟୋଜନ, ପୁରୀ ଆନୁକୂଲ୍ୟରେ ସୋମବାର ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ପରାର୍ମଶ ଶିବିର ଅନୁଷ୍ଠିତ ହୋଇଯାଇଛି
Read More...

ବଡବନ୍ଧରେ ମା’ ପାଟଣେଶ୍ୱରୀ ଓ ଦ୍ୱରସେନୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁରେ ଦୀର୍ଘ ଦିନରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ମା' ପାଟଣେଶ୍ୱରୀ ଓ ଦ୍ୱାରସେନୀ ମନ୍ଦିର ପ୍ରତିଷ୍ଠା ପାଇଁ ହେବାକୁ ଥିବା ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ସୋମବାର କଳସଯାତ୍ରା ଅନୁ‌ଷ୍ଠିତ ହୋଇଯାଇଛି । ସୋମବାର ଅପରାହ୍ନରେ
Read More...