Monthly Archives

February 2023

ଭିଜିଲାନ୍ସ ଜାଲରେ ଧରାପଡିଲେ ଜାମସେଠ ଆର୍‌ଆଇ

ବରଗଡ : ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଆର୍‌ଆଇ ଡମ୍ବରୁଧର ସେଠ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଜମି ବାବଦ ରିପୋର୍ଟ ପାଇଁ ୨୦ ହଜାର ଲାଞ୍ଚ ଦାବୀ କରିଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ବେସରକାରୀ ସହଯୋଗୀ ମାଝି ବାବୁଠାରୁ ରାସାୟନିକ
Read More...

ତାଳପଦର ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

ମନମୁଣ୍ଡା : ବୌଦ୍ଧ ବ୍ଲକ ତାଳପଦର ପ୍ରାଥମିକ ବିଦ୍ୟାଳୟ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସୋମବାର ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ବୁଲି ଦେଖିବା ସହ ମଧ୍ୟାହ୍ନ ଭୋଜନ ଚାଉଳ ଯାଞ୍ଚ କରିଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି
Read More...

ବେଆଇନ ବାଲିଘାଟ ଉପରେ ପ୍ରଶାସନର ମିଳିତ ଚଢ଼ାଉ : ଜେସିବି ସମେତ ୧୦ ଗାଡି ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଓ ପୁଲିସ ପକ୍ଷରୁ ରାମିଆଳ ନଦୀର ଶାସନ ନିକଟରେ ଥିବା ବେଆଇନ ବାଲିଘାଟି ଉପରେ ଗତକାଲି ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ଜେସିବ ମେସିନ ସମେତ ୧୦ ଟି ଗାଡି ଜବତ କରାଯାଇଥିବା ବେଳେ ଗାଡିର ଚାଳକ ମାନଙ୍କୁ ଅଟକ ରଖାଯାଇଛି । ସୂଚନା ମୁତାବକ,
Read More...

ଚିତ୍ତରଞ୍ଜନ ଭୋଇ ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ଭାବେ ମନୋନୀତ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଅତାବିରା ବ୍ଲକର ପୂର୍ବତନ ବିଜେପି ସଭାପତି ଚିତ୍ତରଞ୍ଜନ ଭୋଇଙ୍କୁ କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି । ଶ୍ରୀ ଭୋଇ ଏହା ପୂର୍ବରୁ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଅତାବିରା ପଞ୍ଚାୟତ
Read More...

ବାଲି ଚୋରା ଚାଲାଣ କରୁଥିବା ହାଇୱା ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ତହସିଲଦାର ଗୋଟିଏ ବାଲି ଚୋରା ଚାଲାଣ କରୁଥିବା ହାଇୱାକୁ ଧରି ଫାଇନ କରିଥିବା ଘଟଣା ସୋମବାର ପାଇକମାଲରେ ଚର୍ଚ୍ଚା ହୋଇଥିଲା । ସିଜି୦୪ଏମ୍‌୮୪୫୪ ହାଇୱା ଗାଡ଼ିରେ ବାଲି ଭର୍ତି କରି ନୃସିଂହନାଥ ଯାଉଥିବା ବେଳେ ପାଇକମାଲରେ ତହସିଲଦାର
Read More...

ଛତାମାଖନାଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ଼ ରାସ୍ତାରେ ଆଜି ଭୋର ସକାଳୁ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଏକ କୁକୁଡ଼ା ଦାନା ବୋଝେଇ ଟ୍ରକ (ଏପି୧୬ଟିଇ ୭୨୧୧) ବରଗଡ଼ରୁ ଆନ୍ଧ୍ରା ଯାଉଥିବା ବେଳେ ଭୋର ସକାଳୁ ଭାରସାମ୍ୟ ହରାଇ ଛତାମଖନାଠାରେ ଓଲଟି ପଡିଥିବା ବେଳେ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ତହସିଲଦାର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ
Read More...

ଜାତୀୟ ବିଜ୍ଞାନ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିପ୍ସହାଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚବାହାଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପରମାନନ୍ଦ ସାହୁ ଯୋଗଦେଇ ବୈଜ୍ଞାନିକ ସିଭି ରମଣଙ୍କ ବିଷୟରେ ତଥ୍ୟ
Read More...

ମାର୍ଚ୍ଚ ମାସ ପାଇଁ ପଞ୍ଚାୟତ ଲୋକସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ମାର୍ଚ୍ଚ ୧୩ ତାରିଖରେ ମୁରିବାହାଲ ବ୍ଲକ ଅନ୍ତର୍ଗତ ଟୁପାଉଡାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୨୦ ତାରିଖରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡପଦର
Read More...

ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ମାର୍ଚ୍ଚ ମାସ ୬ ତାରିଖ (ସୋମବାର) ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...