Monthly Archives

February 2023

ଜୁର୍ଲାକାନୀରେ ବନାଗ୍ନୀ ପରିରୋଧକ ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଞ୍ଜସ୍ତରୀୟ ବନାଗ୍ନୀ ପତିରୋଧକ ସଚେତନତା କାର୍ୟ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଦେଓଗାଁ ସେକସନର ଜୁର୍ଲାକାନୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଫରେଷ୍ଟର ପିଙ୍କୁ ଭୋଇ, ଗୁଡ଼ଭେଲା ଫରେଷ୍ଟର ମଧୁସୂଦନ ଚାନ୍ଦ,
Read More...

ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି, ଜଣେ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଏକ ଆଦିବାସୀ ଆଶ୍ରମ ସ୍କୁଲ ହଷ୍ଟେଲରେ ରହୁଥିବା ଜନୈକ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିବା ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଏନେଇ
Read More...

ମାଲପଡାରେ ସଂଚାର ମହୋତ୍ସବ ଉଦ୍‌ଘାଟିତ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡାଠାରେ ଓମ୍‌ ବୈଦିକ ସାଂସ୍କୃତିକ ପରିଷଦ ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ଗ୍ରାମୀଣ ଲୋକକଳା ସଂଚାର ମହୋତ୍ସବ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ପରିଷଦ ସଭାପତି ଭାରତ ସାହୁଙ୍କ
Read More...

ଟିଟିଲାଗଡ ନିକଟସ୍ଥ ଜଗୁଆ ମଦଭାଟି ସାମ୍ନାରେ ଥିବା ଦୋକାନ ଘରେ ଲାଗିଲା ନିଆଁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ରାସ୍ତା ତଥା ଜଗୁଆ ମଦଭାଟି ସମ୍ମୁଖରେ ଥିବା କିଛି କୁଚିଆ ଦୋକାନ ଏବଂ ପାଖରେ ଥିବା ଗୋଟିଏ କିରାନା ଦୋକାନରେ ନିଆଁ ଲାଗି ସାମଗ୍ରୀ ପୋଡ଼ି ଯାଇଥିବା ଖବର ମିଳିଛି । ରାତିରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା
Read More...

ସୁଶ୍ରୀ ସରୋଜା ବେହେରାଙ୍କ ଆଗଲପୁରର ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ତହସିଲରେ ସୁଶ୍ରୀ ସରୋଜା ବେହେରା ନୂତନ ତହସିଲଦାର ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସୁଶ୍ରୀ ବେହେରା ସମ୍ବଲପୁରରେ ଅତିରିକ୍ତ ତହସିଲଦାର ଭାବେ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଥିଲେ
Read More...

ବୁଢୀସିଣ୍ଢୋଲ ଗାଁ ନେଁ ପ୍ରେମିକର୍‌ ସାଙ୍ଗେ ଛୁ ମାରିଦେଲା କନିଆଁ ଟୁକେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିହାଘର୍‌ ଲାଗି ବଂଧୁ ବାଂଧବ୍‌, ଲୋକ୍‌ବାକ୍‌ ଖଚାଖଚ୍‌ ଠୋଲ୍‌ ହେଇଥିଲେ । ମାଏଟ୍‌ ପକା ସରିଥିଲା । କନିଆଁ ଟୁକେଲ୍‌ କେ ତେଲ୍‌ ହଲ୍‌ଦି ବି ଚଢ଼ା ହେଇସାରିଥିଲା । ସକାଲର୍‌ ୮ ବଜେ ପିନ୍ଧାନୀ ହେଲା ଉତ୍‌ରୁ ବର୍‌ଯାତ୍‌ରୀ ଆସିଥିତେ । ୧୨ ବଜେ ବିହା ଥି
Read More...

ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ମହାସଭା

କଟକ, (ସସ୍ମିତା ପ୍ରଧାନ) : କଳା ବିକାଶ କେନ୍ଦ୍ର କଟକଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଏବଂ କିମ୍ବଦନ୍ତୀ କଥନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର କୋଣ ଅନୁକୋଣରୁ କବି, ଲେଖକ ଏବଂ ସାହିତ୍ୟିକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ
Read More...

ବ୍ୟାଙ୍କ କର୍ମଚାରୀ ନେତା ସାଥୀ ଅରୁଣ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ୍ବାଗାନ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ରାଉରକେଲା ବ୍ୟାଙ୍କ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସାଥୀ ଅରୁଣ ଦାସଙ୍କ ବିୟୋଗରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସାଥୀ ଦାସ ୨୬/୦୨/୨୩ରେ ବାଙ୍ଗାଲୋରରେ ଚିକିତ୍ସାଧିନ ଥିବା ଅବସ୍ଥାରେ
Read More...

ଆଇଏମ୍‌ଏର ୭୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ରାଉରକେଲା ସିଟି ବ୍ରାଞ୍ଚ ତରଫରୁ ୭୨ତମ ବାର୍ଷିକ ସମ୍ମିଳନୀ ଜେପି ହସପିଟାଲ୍‌ର ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଆମାକୋନ ୨୦୨୩ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି,
Read More...

କଳାହାଣ୍ଡିର ତିନି ଜଣ ପ୍ରତିଭାଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନ

ମ.ରାମପୁର, (ହେମନ୍ତ ସାହୁ) : କଳା ବିକାଶ କେନ୍ଦ୍ର କଟକଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଏବଂ କିମ୍ବଦନ୍ତୀ କଥନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର କୋଣ ଅନୁକୋଣରୁ କବି, ଲେଖକ ଏବଂ ସାହିତ୍ୟିକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ
Read More...