om academy

ନନ୍ଦନବନଠାରେ ଥିବା ୧୧ ଠେକୁଆ ମୃତ

jsm

ବୌଦ୍ଧ : ନନ୍ଦନବନରେ ୧୧ ଠେକୁଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ବୀରନରସିଂହପୁର ଗ୍ରାମ ନିକଟରେ ନିର୍ମାଣଧିନ ନନ୍ଦନବନ ନିକଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୧୧ଟି ଠେକୁଆ ରଖାଯାଇଥିଲା । ହେଲେ ସେଥି ମଧ୍ୟରୁ କିଛି ଠେକୁଆଗୁଡ଼ିକ ବାହାରେ ମରି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ସେଠାରେ ଥିବା ସମସ୍ତ ଠେକୁଆ ମରିଥିବା ସନ୍ଦେହ କରାଯାଉଛି । ହେଲେ ଠେକୁଆ ଗୁଡ଼ିକର ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

Leave A Reply

Your email address will not be published.