ମଣିପୁରର ନୋନିରେ ଭୂକମ୍ପ

ନୋନି : ମଣିପୁରର ନୋନିରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନ୍‌ସିଏସ୍‌) ଅନୁଯାୟୀ, ଭୂକମ୍ପର ଝଟକା ପ୍ରାୟ ୨ଟା ୪୬ ମିନିଟରେ ଅନୁଭୁତ ହୋଇଥିଲା । ଏହା ଭୂପୃଷ୍ଠରୁ ୨୫ କିଲୋମିଟର ଗଭୀରତାରେ ଥିଲା । ସିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ମପାଯାଇଛି । ଏଥିରେ କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Leave A Reply

Your email address will not be published.

4 + 14 =