Yearly Archives

2022

ମୁରସିଂହ ଅଭିନବ ଶ୍ରୀକ୍ଷେତ୍ର ସ୍ୱର୍ଣ୍ଣଗଡ଼ରେ ସ୍ନାନଯାତ୍ରା ଓ ରଥଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ଅଭିବନ ଶ୍ରୀକ୍ଷେତ୍ର ସ୍ୱର୍ଣ୍ଣଗଡ଼, ମୁରସିଂହରେ ୨୦୨୨ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତରେ ପହଞ୍ଚିଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି…
Read More...

ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ…
Read More...

ବରିଷ୍ଠ କମ୍ୟୁନିଷ୍ଟ ନେତାଙ୍କ ବିୟୋଗ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ବରିଷ୍ଠ ବାମପନ୍ଥୀ ନେତା ତ୍ରିନାଥ ବେହେରାଙ୍କ ଅକସ୍ମାତ ବିୟୋଗରେ ରମ୍ଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ବେହେରା ରମ୍ଭା ଟିକରପଡା ସାହିର ଜଣେ ଜଣା ଶୁଣା ସାମାଜ ସେବୀ, କର୍ମ ନିପୁଣା, ବରିଷ୍ଠ ବାମପନ୍ଥୀ ନେତା ଓ ପୂର୍ବତନ କାଉନସିଲର ରହି…
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଭାରତୀ ବିଦ୍ୟାପୀଠ ଷ୍ଟାଡିଅମ ଠାରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ସୌଜନ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ…
Read More...

ବଲାଙ୍ଗିରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଂପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ବୈଠକରେ ପିଡ଼ି ଡିଆର୍‌ଡ଼ିଏ ସୁଶାନ୍ତ କୁମାର ସିଂ, ଶିଶୁ…
Read More...

ଜଲିଆ ଗାଁ ଗୌନ୍ତିଆ ଭକ୍ତ ଚରଣ ବୁଡେକଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ-ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗ୍ରାମର ଗୌନ୍ତିଆ ଭକ୍ତ ଚରଣ ବୁଡ଼େକଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହେଉଥିଲା । ସେ ଦୀର୍ଘଦିନରୁ ଅସୁସ୍ଥ ଅନୁଭବ କରୁଥିବା ବେଳେ ଦିନ ୧ ଟା ସମୟରେ…
Read More...

ସୁଜାମ ମାର୍ଟର ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ସଂପ୍ରଦାୟ ଆଦିବାସୀମାନଙ୍କୁ ନେଇ ଗଠିତ ହୋଇଥିବା ସୁଜାମ ମାର୍ଟ ତରଫରୁ ସ୍ଥାନୀୟ ଭଂଜଭବନ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଓରାମ, ମୁଣ୍ଡା, ଖଡିଆ, କିଷାନ, ଭୁୟାଁ, ବଡାଇକ, ସିଂ ପ୍ରଭୃତି…
Read More...

୨୫୧କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ସିନପାଲିରେ ପହଞ୍ଚିଲା ଶକ୍ତି କଳସ 

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ହେବାକୁ ଥିବା ବିରଳ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞର ପ୍ରଥମ ସୋପାନରେ ବୁଧବାର ଶାନ୍ତିକୁଞ୍ଜ ହରିଦ୍ୱାର ଠାରୁ ପବିତ୍ର ଶକ୍ତି କଳସ ଆସି ପହଞ୍ଚିଛି । କାପସି ଛକଠାରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶକ୍ତି…
Read More...

ବନୁପାଲି ଅଙ୍ଗନଦୀ ଠାରୁ ସିଧାସଳଖ ଗୁଠୁର୍ଲାକୁ ଜଳଯୋଗାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ବୁଡାମାଲ ପଞ୍ଚାୟତର ଗୁଠୁର୍ଲା ଗ୍ରାମବାସୀ ଜଳଯୋଗାଣ ସମ୍ବନ୍ଧରେ ଲିଖିତ ଆକାରରେ ଏକ ଦାବୀପତ୍ର ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଠାରେ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ବନୁପାଲି ଅଙ୍ଗନଦୀ ଠାରୁ ସଁପିଆ,…
Read More...

ବେଲପଡ଼ା ଆଦିବାସୀ କର୍ମଚାରୀ ସଂଘ ତରଫରୁ କମଳ ବରିହାଙ୍କୁ ଆର୍ଥିକ ସହଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରତ୍ୟେକ ମଣିଷ ଭିତରେ ରହିଛି ଅନେକ ସ୍ୱପ୍ନ । ସ୍ୱପ୍ନକୁ ସାକାର କରିବା ପାଇଁ ଦୃଢ ମନୋବଳ, ଇଚ୍ଛା ଶକ୍ତି ଓ ବାରମ୍ବାର ପରିଶ୍ରମ ହିଁ ମଣିଷର ସଫଳତାକୁ ଆଗକୁ ନେଇଥାଏ । କିନ୍ତୁ ଏମିତି ବି ଅଘଟଣ ଆସେ ଇଚ୍ଛା ଶକ୍ତି ଥାଇ ବି ମଣିଷର ଆଗରେ ହାର ମାନେ ଆର୍ଥିକ…
Read More...