Yearly Archives

2022

ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମହୀଶୂର ଠାରେ ବିଶାଳ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ମହୀଶୂର ଯୋଗ କାର୍ଯ୍ୟକ୍ରମ ସହ ଦେଶର ୭୫ଟି ଐତିହ୍ୟ ସ୍ଥଳରେ ଗଣ ଯୋଗାଭ୍ୟାସ ପ୍ରଦର୍ଶନକୋଟି କୋଟି ଜନସାଧାରଣଙ୍କ ଅଂଶଗ୍ରହଣ ସହ ଦେଶ ବ୍ୟାପୀ ଅନେକ ସରକାରୀ ସଂଗଠନଗୁଡ଼ିକ ପକ୍ଷରୁ ଗଣ ଯୋଗାଭ୍ୟାସ ପ୍ରଦର୍ଶନ“ଯୋଗ ବ୍ୟକ୍ତି କୈନ୍ଦ୍ରିକ ନୁହେଁ, ଏହା ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ”“ଯୋଗ…
Read More...

ପଦ୍ମଶ୍ରୀ ବାବା ଯୋଗେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାଂସ୍କୃତିକ ସଂଗଠନ “ସଂସ୍କାର ଭାରତୀ”ର ସଂସ୍ଥାପକ ବାବା ଯୋଗେନ୍ଦ୍ରଙ୍କ ମହାପ୍ରୟାଣ ଗତ ୨ ମଇ ୨୦୨୨ରେ ହୋଇଥିଲା । ସେ ଭାରତୀୟ କଳା ଓ ସଂସ୍କୃତି କ୍ଷେତ୍ରରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଦିଗରେ ନିଜକୁ ଉତ୍ସର୍ଗୀକୃତ କରି ପଦ୍ମଶ୍ରୀ…
Read More...

ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶବ୍ୟାପୀ ୭୫ଟି ଐତିହ୍ୟ ସ୍ଥଳୀରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

• କୋଣାର୍କ, ପୁରୀ ଏବଂ ଖିଚିଂରେ ଆୟୋଜିତ ଯୋଗ ଦିବସ କାର୍ୟ୍ୟକ୍ରମର ନେତୃତ୍ୱ ନେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହେନ୍ଦ୍ର ନାଥ ପାଣ୍ଡେ ଏବଂ ବିଶ୍ୱେଶ୍ୱର ଟୁଡୁ ଭୁବନେଶ୍ୱର, (ପିଆଇବି) : ମଙ୍ଗଳବାର ବିଶ୍ୱ ବ୍ୟାପୀ ପାଳିତ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି କ୍ରମରେ…
Read More...

ପରଧିଆପାଲି ଓ ବୈଦିପାଲି ବନ ସୁରକ୍ଷା ସମିତିକୁ ବିଭିନ୍ନ ସାମଗ୍ରୀ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଜଙ୍ଗଲ ଯୋଜନା ଅନ୍ତର୍ଗତ ପରଧିଆପାଲି ଓ ବୈଦିପାଲି ବନ ସୁରକ୍ଷା ସମିତିକୁ ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବଲାଙ୍ଗିର ବନାଞ୍ଚଳ ଅଧିକାରୀ କେଶବ କିଶୋର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସଭା ଆୟୋଜନ କରି ଭୋଜି…
Read More...

ଓଁ ଶାନ୍ତି ଯୋଗପୀଠର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଁ ଶାନ୍ତି ଯୋଗପୀଠ ଦ୍ୱାରା ସ୍ଥାନୀୟ ରାଜେନ୍ଦ୍ର ପାର୍କ ସାମ୍ନାରେ ଆଜି ସକାଳୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶିକ୍ଷକ ବିନୟ କୁମାର ମିଶ୍ର ସମସ୍ତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଯୋଗ କାର୍ଯ୍ୟକ୍ରମ ପରେ ସଭାପତି ନାରାୟଣ ପାଢୀ…
Read More...

ଦରମା ଓ ମଜୁରୀ ମିଳି ନଥିବାରୁ ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଶ୍ରମିକ ଅଶାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ସିଜିନାଲ କର୍ମଚାରୀ ଚପରାସୀ, ମୁନସୀ, ଚେକର, ସର୍କଲ ଚେକର, ବନ୍ଧେଇ ଚେକର, ହେଡ ଚେକର ଆଦିଙ୍କ ଦରମା ଚଳିତ ବର୍ଷ ଠିକ୍‌ ସମୟରେ ମିଳୁ ନଥିବାରୁ ପଦ୍ମପୁର ଡିଭିଜନରେ କାର୍ଯ୍ୟରତ ୧୧୩୦ ଜଣ ସିଜିନାଲ…
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଝାରବନ୍ଧ ବ୍ଲକ ଜଗଦଳପୁର ସରକାରୀ ଡାକ୍ତରଖାନା ପଡିଆରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଜଗଦଳପୁର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜଗଦଳପୁର, ଭାଜପା ଜଗଦଳପୁର ମଣ୍ଡଳ ସହିତ ଅଞ୍ଚଳର ବହୁ ନାଗରିକଙ୍କ ସହିତ ମିଳିତ ଭାବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ…
Read More...

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଲୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଶାଖା କଳାହାଣ୍ଡି ଦ୍ୱାରା ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ଭବାନୀପାଟଣା ସହରର ରିଜର୍ବ ପଡିଆଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ସହର ଅନେକ ସଂଗଠନର…
Read More...

ପଦ୍ମପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୁନ ୨୧ ତାରିଖ ମଙ୍ଗଳବାର ଦିନ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲଠାରେ ଯୋଗ ମହୋତ୍ସବ ସମିତି, ପଦ୍ମପୁର ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ନୂଆପାଲି ସ୍ଥିତ ନବପ୍ରଭାତ ଗୁରୁକୁଳ ଆଶ୍ରମରୁ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ…
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ୮ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଇଟିଆଇ ପରିସରରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ୮ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରି ଯୋଗ ଗୁରୁ ଅଶୋକ ଖମାରୀଙ୍କ ମାର୍ଗଦର୍ଶନ ଅନୁସାରେ ଯୋଗ ଦିବସ…
Read More...