ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରକ୍ତଦାନ ପାଇଁ ନାରୀ ସମାଜ ପଛଘୁଞ୍ଚା ଦେଉଥିବା ବେଳେ ନିଜେ ରକ୍ତ ଦାନ କରି ନାରୀ ସମାଜକୁ ଆହ୍ୱାନ କରିଛନ୍ତି କାବ୍ୟଶ୍ରୀ ପ୍ରଧାନ । ମହୀମୁଣ୍ଡା ଗ୍ରାମର ଜମୁନା ଗଡତ୍ୟା (୬୫) ଗତ ଦୁଇ ଦିନ ହେଲା ଭୀମଭୋଇ ମେଡିକାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।!-->…
Read More...
Read More...