Yearly Archives

2022

ମହାବଳ ବାଘ ଛାଲ ଜବତ, ୧ ଗିରଫ

ବାରିପଦା : ଶିମିଳିପାଳ ଉଦଳା ରେଞ୍ଜ ବିସିପୁର ଅଞ୍ଚଳରୁ ମହାବଳ ବାଘ ଛାଲ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଳମ୍ଵିତ ରାତି ପ୍ରାୟ ସାଢେ ୨ଟାରେ ୫ ଲକ୍ଷ ଟଙ୍କାର ବାଘ ଛାଲ ଡିଲ୍ ବେଳେ ଚଢାଉ ହୋଇଛି । ଭୁବନେଶ୍ୱରରୁ ଏକ ୭ ଜଣିଆ ଟିମ୍ ଆସି ବାରିପଦା-ଉଦଳା ରାସ୍ତାର ବିସିପୁର
Read More...

ନିଖୋଜ ବୃଦ୍ଧ ପୁରୁଣାବନ୍ଧରୁ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିହାରରୁ ବାଙ୍ଗାଲୋର ଦ୍ରୁତଗାମୀ ଟ୍ରେନରେ ଯାଉଥିବା ଜୈନେକ ବୃଦ୍ଧ ଗତ ନଭେମ୍ବର ୨୬ ତାରିଖରେ ବାଲୁଗାଁ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ମଙ୍ଗଳବାର ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ଉଦ୍ଧାର କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର
Read More...

ଗାୟତ୍ରୀ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ସିନାପାଲି, (ନିରାକାର ମେହେର) : ଆଗାମୀ ଜାନୁଆରୀରେ ସିନାପାଲି ଠାରେ ଅନୁଷ୍ଠିତ ହେବାକୁ ଥିବା ଗୌରବମୟ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ପାଖେଇ ଆସୁଥିବା ବେଳେ ଏହାର ସଫଳତାକୁ ନେଇ ଏକ ଜରୁରୀ ବୈଠକ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଯଜ୍ଞ
Read More...

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପରିଷଦର ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପରିଷଦର ବୈଠକ ଛତ୍ରପୁର ସ୍ଥିତ ଜଉଗଡ଼ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି ବୈଠକରେ ପୌରାହିତ୍ୟ କରିଥିଲେ । ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପରିଷଦ ନିର୍ବାହୀ
Read More...

ବିନ୍ଧାପାଲି ଠାରେ କଂସ ଦରବାର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ବିନ୍ଧାପାଲି ଠାରେ କଂସ ଦରବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କଂସ ଦରବାରରେ ଅତିଥି ଭାବେ ଆଗଲପୁର ଉପ ସଭାପତି ନିରୁପମା ପଧାନ, ଭରସୁଜା ନାଏବ ସରପଂଚ ତଥା ସମାଜସେବୀ ଲଳିତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଂଚରେ ଧନୁଯାତ୍ରା
Read More...

ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲା କୁଡାସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ର (୫୭)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲା ମେଡିକାଲ ଠାରେ ପରଲୋକ ଘଟିଛି । ସୂଚନା ଅନୁସାରେ ବଲାଙ୍ଗିର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ସମ୍ମେଟିଭ ଖାତା
Read More...

ବିଜେଡି ସରକାର ଚାଷୀ ବିରୋଧୀ, ସାମ୍ବାଦିକ ସମ୍ମିଳନୀରେ କହିଲେ ବିଧାୟକ ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ସରକାର ଚାଷୀ ବିରୋଧୀ, କଟ୍‌ନୀ ଛଟ୍‌ନୀକୁ ସପୋର୍ଟ କରୁଛି ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋଲମ୍‌ଖୋଲା କହିଛନ୍ତି ଲୋଇସିଂହା ବିଧାୟକ ଡଃ. ମୁକେଶ ମହାଲିଙ୍ଗ । ସୂଚନାଯୋଗ୍ୟ ଯେ, ଆଜି ରାତି ପ୍ରାୟ ୯ ଟା ସମୟରେ ସ୍ଥାନୀୟ ସାମ୍ବାଦିକ
Read More...

ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ବଲାଙ୍ଗିର ଜିଲ୍ଲାର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କଲେ ସୂଚନା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା ସ୍ତମ୍ଭ ଲେଖକ ଆଇନଜୀବୀ ହେମନ୍ତ ପଣ୍ଡା ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ବଲାଙ୍ଗିର ଜିଲ୍ଲାର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ଆଉଟ ସୋର୍ସିଂ ଭଳି
Read More...

ହାତୀ ଦାନ୍ତ ଜବତ, ୨ ଗିରଫ

ଦେବଗଡ : କଂସର ଫାଣ୍ଡି ଅଧିନ ଗୋହିରା ଡ୍ୟାମ ନିକଟରୁ ରିଆମାଳ ଥାନା ପୁଲିସ ହାତୀ ଦାନ୍ତ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ୨ ଜଣ ହେଲେ ଦେବଗଡ ଥାନା ତଥା ତିଲେଇବଣି ବ୍ଲକ ଅନ୍ତର୍ଗତ ଡିମିରିକୁଦର ଗ୍ରାମର ପିଟର ତିଗ୍ଗା ଓ ବିଲେଇଘଟୀ ଗ୍ରାମର
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଶାଖା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପଂଚାୟତ ସ୍ତରୀୟ ଶାଖାଟିଏ କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଘନଶ୍ୟାମ ଶତପଥି ଉପସ୍ଥିତ ଥିଲେ ।
Read More...