ପଦ୍ମପୁର କେନ୍ଦୁପତ୍ର ଡିଏଫ୍ଓଙ୍କ ସହ କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ଭାବେ ପଦ୍ମପୁର କେନ୍ଦୁପତ୍ର ଡିଭିଜନର ଡିଏଫ୍ଓ ଭାବେ ଯୋଗଦେଇ ଥିବା ବିଭୂତି ଭୂଷଣ ବେହେରାଙ୍କ ସହ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ କମିଟି ଏକ ବୈଠକ ପଦ୍ମପୁର କେନ୍ଦୁପତ୍ର ବଙ୍ଗଲାଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା!-->…
Read More...
Read More...