Yearly Archives

2022

ଯୋଖିପାଲି ଗ୍ରାମର କୁନି ପ୍ରତିଭା ସିଦ୍ଧି ସ୍ମରଣୀକା ମହାଲିଙ୍ଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ପମି ଡନସନାଙ୍କ ଏକମାତ୍ର ସୁକନ୍ୟା ସିଦ୍ଧି ସ୍ମରଣୀକା ମହାଲିଙ୍ଗ ବର୍ତ୍ତମାନ ଘେଁସ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ରୀ ଅଟନ୍ତି । ତାଙ୍କ ମା' ସରଣ୍ଡାପାଲି ହାଇସ୍କୁଲର ଜଣେ…
Read More...

ଅଧପନ୍ତରିଆ ଡ୍ରେନ ନିର୍ମାଣ ଯୋଗୁଁ କଂଟାବାଂଜି ଏନଏସିର ୱାର୍ଡ ନଂ.୧୧ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସି ୱାର୍ଡ ନଂ.୧୧ରେ ଅଧ ପନ୍ତରିଆ ଭାବେ ଡ୍ରେନ କାମ କରାଯାଇଥିବାରୁ ଚଳିତ ବର୍ଷା ଋତୁରେ ବନ୍ଧପଡାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ଷା ପୂର୍ବରୁ ୱାର୍ଡ ନଂ.୧୧ର…
Read More...

ମୃତ୍ତିକା ସଂରକ୍ଷଣ ବିଭାଗର ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ଚାଷୀଙ୍କୁ ଅଭିନବ ଉପାୟରେ ଠକେଇ ଚାଲିଥିବା ଅଭିଯୋଗମୋ ପୋଖରୀ ଖନନ ପାଇଁ ଆସୁଥିବା ଟଙ୍କା ମୁତାବକ କାମ ହେଉନଥିବା ଅଭିଯୋଗ ପାଟଣାଗଡ଼, (ଗୋରେଖନାଥ ବରିହା) : ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ସହ ଜଳ ସଂରକ୍ଷଣ ପାଇଁ ସରକାର ଜଳ ବିଭାଜିକା ଯୋଜନାରେ କୃଷି କ୍ଷେତ୍ରରେ…
Read More...

ଛତୁଆ ଓ ଅଣ୍ଡାକୁ କେନ୍ଦ୍ର କରି ଅଙ୍ଗନୱାଡି କର୍ମୀଙ୍କ ଭାଇଙ୍କ ଦବଙ୍ଗଗିରି : ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ବିପର୍ଯ୍ୟସ୍ଥ ହୋଇପଡିଛି ସମନ୍ୱିତ ଶିଶୁ ବିକାଶ ଯୋଜନା । ଏହି ଅଞ୍ଚଳ ଏକ ଦାଦନ ପ୍ରବଣ ଏବଂ ଆଦିବାସୀ ଅଧ୍ୟୁଷିତ ହେତୁ ଲୋକେ ପେଟ ପାଟଣା ପାଇଁ ଲଢେଇ କରୁଥିବା ବେଳେ ସମନ୍ୱିତ ଶିଶୁ ବିକାଶ ଯୋଜନା କାମ କରୁନଥିବା…
Read More...

ପ୍ରଧାନମନ୍ତ୍ରୀ ଫସଲ କୃଷି ବୀମାରୁ ବଞ୍ଚିତ ହୋଇଥିବା ବଲାଙ୍ଗିର ସଦର ବ୍ଲକର ଛଅ ଗୋଟି ପଞ୍ଚାୟତ ପାଇଁ ମନ୍ତ୍ରୀ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ବଲାଙ୍ଗିର ସଦର ବ୍ଲକର ଛଅ ଗୋଟି ପଞ୍ଚାୟତ ଶିବତଲା, ସାହାଜବାହାଲ, ତୁଷୁରାବାହାଲ, ମାୟାବର୍ହା, ଭୁଣ୍ଡିମୁହାଣ, ଚନ୍ଦନଭାଟିର ଚାଷୀ ପ୍ରଧାନମନ୍ତ୍ରୀ ଫସଲ କୃଷି ବୀମାରୁ ବଞ୍ଚିତ ହୋଇଥିବା ହେତୁ ପୁର୍ବତନ…
Read More...

ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ମା’ ଓ ପୁଅକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କଣ୍ଟାବାଞ୍ଜି ଏଡିଜେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କାଦୋପଡା ସ୍ଥିତ ସୁରେଶ ଘିଭେଲାଙ୍କ ଝିଅ ପିଙ୍କି ଘିଭେଲାଙ୍କୁ ଗତ ୨୦୧୧ ମସିହାରେ କଣ୍ଟାବାଞ୍ଜି ସ୍ଥିତ ଧୋବାପଡାର ପୂର୍ଣ୍ଣ ବଗର୍ତି ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ହେବାର ୩ମାସ ପରେ ଯୌତୁକ ଦିଆନିଆକୁ…
Read More...

ଡେଲାଙ୍ଗ ମେଡିକାଲ ବର୍ଷା ଜଳରେ ଉବୁଟୁବୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ବର୍ଷା ଜଳରେ ଉବୁଟୁବୁ ଯାହା ଫଳରେ ରୋଗୀଙ୍କ ସେବାରେ ବ୍ୟାହତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ତିନିଦିନ ଧରି ପ୍ରବଳ ବର୍ଷା ଫଳରେ ଡେଲାଙ୍ଗ ବଜାରର…
Read More...

କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧିକ ବକ୍ତୃତା ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଦ୍ୟାର୍ଥୀଙ୍କୁ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଦାନରେ ବିଦ୍ୟାଳୟ ପ୍ରକୃତ ମଞ୍ଚ । ଶାରୀରିକ, ସାମାଜିକ, ସାଂସ୍କୃତିକ, ନୈତିକ ଓ ବୌଦ୍ଧିକ ବିକାଶର ଅର୍ଥ ପୂର୍ଣ୍ଣାଙ୍ଗ ବିକାଶ । ଏହି ପରିପ୍ରେକ୍ଷୀରେ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ…
Read More...

୨୦୨୧-୨୨ର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଯୋଗାଇବାରେ ଏଚ୍‌ଡିଏଫ୍‌ସି ବୀମା କମ୍ପାନୀର ଜାଲିଆତି, ଓଡ଼ିଶା ସରକାରର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନ ଧରି କୃଷକମାନଙ୍କ ଆନ୍ଦୋଳନ ଓ ଜିଲ୍ଲା ପ୍ରଶାସନର ପ୍ରତିଶୃତି ସତ୍ୱେ ଏଚ୍‌ଡିଏଫ୍‌ସି, ଏଗ୍ରୋ ବୀମା କମ୍ପାନୀ ଚାଷୀମାନଙ୍କୁ ୨୦୨୧-୨୨ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଚାଷୀଙ୍କୁ ଯୋଗାଇ ଦେବାରେ ଜାଲିଆତି, ଟାଳଟୂଳ ନୀତି ଅବଲମ୍ବନ…
Read More...

ଧର୍ମ ଲୁଚାଇ ବିବାହ ବାହାନାରେ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ପୋଲିସ ଅଧିକାରୀ, କୋର୍ଟ ବାହାରେ ମାଡ ମାରିଲେ…

ଗୋଣ୍ଡା : ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ପ୍ରେମ ପ୍ରତାରଣାର ଏକ ମାମଲା ସାମ୍ନାକୁ ଆସିଛି । ଜଣେ ପୋଲିସ ଅଧିକାରୀ ନିଜ ଧର୍ମକୁ ଲୁଚାଇ ବିବାହର ବାହାନା କରି ଜଣେ ମହିଳାଙ୍କୁ ବଳାତ୍କାର କରି ଆସୁଥିବା ଅଭିଯୋଗ ଆସିବା ପରେ ଏସ୍‌ପି ଆକାଶ ତୋମାର ସିଓ କ୍ରାଇମ୍‌ ଲକ୍ଷ୍ମୀକାନ୍ତ ଗୌତମଙ୍କୁ…
Read More...