Yearly Archives

2022

ବଡ଼ମାଲ ଗୋଳାବାରୁଦ କାରଖାନାର ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକାରିଣୀ କମିଟି ଗଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା  ଗୋଳାବାରୁଦ କାରଖାନା ସ୍ଥିତ ୱାର୍କମେନ କ୍ଲବଠାରେ ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ ସହ ଅନୁବନ୍ଧିତ ତଥା ଭାରତ ସରକାରଙ୍କ ରକ୍ଷା ମନ୍ତ୍ରଣାଳୟ ଦ୍ୱାରା ମାନ୍ୟତାପ୍ରାପ୍ତ ବଲାଙ୍ଗିର ଗୋଳାବାରୁଦ ୱାର୍କର୍ସ ୟୁନିଅନ ବଡମାଲର ବାର୍ଷିକ…
Read More...

ପଦ୍ମପୁର ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ପକ୍ଷରୁ କୁହାଯାଇଛି ଯେ ଯାହା କଂଗ୍ରେସ ୬୦ବର୍ଷ ଶାସନ କଲା ସମୟରେ କେବେ କରି ନଥିଲା ତାହା ଆଜି ଭାରତ…
Read More...

ଅଗ୍ନିଶମ ସେବା ସଂସ୍ଥାରେ ମଧ୍ୟ ପୁଲିସର ‘ପିସିଆର୍‌’ ପରି ତ୍ୱରିତ ସେବା ଆରମ୍ଭ

ଭୁବନେଶ୍ୱର/କଟକ : ଅଗ୍ନିଶମ ସେବା ସଂସ୍ଥାରେ ମଧ୍ୟ ପୁଲିସର 'ପିସିଆର୍‌' ପରି ତ୍ୱରିତ ସେବା ଆରମ୍ଭ ହେବ । ଜନଗହଳିପୂର୍ଣ୍ଣ ଏବଂ ଅଣଓସାରିଆ ଜାଗାରେ ଅଗ୍ନିକାଣ୍ଡର ମୁକାବିଲା ଲାଗି ଘଟଣାସ୍ଥଳରେ ବଡ଼ ଦମକଳ ଗାଡ଼ି ପହଞ୍ଚି ପାରୁ ନଥିବାରୁ କ୍ୱିକ୍‌ ରେସ୍‌ପନ୍ସ ୟୁନିଟ୍‌ ଭେଇକିଲ୍‌ ବା ଭ୍ୟାନ୍‌…
Read More...

ସମାଜସେବୀ ସୌକିଲାଲ ଦାଶଙ୍କ ଦେହାନ୍ତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ରୋହିଣିଆ ଗ୍ରାମବାସୀ ନିଜ ଅଞ୍ଚଳର ଜରେ ଦୃଢ ସଂଗଠକ ତଥା ସୁନାମଧନ୍ୟ ସମାଜସେବୀ ସୌକିଲାଲ ଦାଶଙ୍କ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଭଲ ନ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ…
Read More...

ସାମ୍ବାଦିକଙ୍କ ମା’ ଦୌପଦୀ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ନିବାସୀ ତଥା ସାମ୍ବାଦିକ ମନୋହର ଦାସଙ୍କ ମାତା ଦୌପଦୀ ଦାସଙ୍କ ଏକାଦଶାହରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା…
Read More...

କୁଡ଼ାସିଂହା ପେକ୍ସ ସଭାପତି ଭାବେ ପୁରୁଷୋତ୍ତମ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନ ପାଇଁ ଗୁରୁବାର ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଥିଲା । ପୁରୁଷୋତ୍ତମ ସାହୁଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ…
Read More...

ଅଗ୍ନିପଥ ଯୋଜନା ମାଧ୍ୟମରେ ସମ୍ବଲପୁରଠାରେ ଆର୍ମି ନିଯୁକ୍ତି ରାଲି

ସମ୍ବଲପୁର, (କେପିଏନ୍‌ଏସ୍‌) : ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ଆର୍ମି ନିଯୁକ୍ତି ରାଲି…
Read More...

ଅର୍ଜୁନପୁର ହାଇସ୍କୁଲରେ ବନମହୋତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଶୋକ ରଥଙ୍କ ସଭାପତିତ୍ୱରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଠଗାଁ ଫରେଷ୍ଟର ଜେନା ରାଉତ…
Read More...

କଳାଧାମରେ ଗୁରୁପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ତେଲିଗୋଠପଡା ସ୍ଥିତ ଚିତ୍ର, ସଂଗୀତ, ନୃତ୍ୟ ମହାବିଦ୍ୟାଳୟ 'କଳାଧାମ' ଠାରେ ଆଦିକବି ବ୍ୟାସଦେବଙ୍କ ଜନ୍ମ ତିଥିରେ ଗୁରୁପୂର୍ଣ୍ଣିମା ଓ ଗୁରୁ ପୂଜନୋତ୍ସବ ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଛି । ଏ ଅବସରରେ କଳାଧାମର ଛାତ୍ରଛାତ୍ରୀ ତଥା ଅଭିଭାବକବୃନ୍ଦ…
Read More...

ଘରେ ଶୋଇଥିବା ଅବସ୍ଥାରେ ସାପ କାମୁଡାରେ ସ୍ୱାମୀ ସ୍ତ୍ରୀ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଝିଟିକି ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଗତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଦେଢ ବର୍ଷର ଶିଶୁ ଅଳ୍ପକେ ରକ୍ଷା ପାଇଛି । ଘଟଣାରୁ ପ୍ରକାଶ ଯେ, ଝିଟିକି…
Read More...