pakka

ଜଳଛତ୍ରରେ ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ପାଣି ଦେଇଥିବା ପାଉଣା ମିଳିବ କେବେ ?

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନମୁଣ୍ଡା ଗାଁର ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ମହେନ୍ଦ୍ର ମାଝି(୧୪) ଚାରିମାସ ଧରି ପାଣି ଦେଇଥିବା ପାଉଣା ଏଯାଏଁ ମିଳିପାରିନ ଥିବା ଖବର ମିଳିଛି । ଉକ୍ତ ପାଉଣା ଦେବାକୁ ମହେନ୍ଦ୍ର ମାଝିଙ୍କ ମା’ ଏବଂ ଗାଁ ଲୋକେ ଦାବୀ କରୁଛନ୍ତି ।

Leave A Reply

Your email address will not be published.

15 + two =