ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଗୋଣ୍ଡଗୋଳ : ଟାଙ୍ଗିଆରେ ହାତ କାଟି ଦେଲେ ସମ୍ପର୍କୀୟ ଭାଇ
ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡୋଗୋଳରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଛି । ମୃତ ହୋଇଥିବା ବ୍ୟକ୍ତି ଜଣକ ହେଲେ ସନ୍ତୋଷ ଧରୁଆ । ଏନେଇ ୪ ଜଣଙ୍କୁ ପାଟଣାଗଡ଼ ପୁଲିସ!-->…
Read More...
Read More...