jsm

ମଦନପୁର କୃଷି ସମବାୟ ସମିତିର ପ୍ରଥମ ବୈଠକ

csstore

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମଦନପୁର କୃଷି ସମବାୟ ସମିତିଠାରେ ନବ ନିର୍ବାଚିତ ସଭାପତି ହରି ମହାନନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳରେ ଚାଷୀମାନେ ଠିକ୍‌ ସମୟରେ ବିହନ, ସାର, ଋଣ ସହାୟତା ପାଇ ପାରିବେ, ଧାନ ପଞ୍ଜିକରଣ ସହ ବିକ୍ରୟ ଓ ନୂତନ ଗୋଦାମ ଗୃହ ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଉପସଭାପତି ଲକ୍ଷ୍ମୀ ରଣା, ସଦସ୍ୟମାନଙ୍କ ମଧ୍ୟରେ ବଳିଷ୍ଠ ସାହୁ, ଟିକେଲାଲ ରଣା, ଯୁଗେଶ୍ୱର ବାରିକ, ଛନ୍ଦା ଚରଣ ସେଲମା, ଡୋଲାମଣୀ ରଣା, ହରିଶ୍ଚନ୍ଦ୍ର ଧାରୁଆ, ବଗ୍ରୁ ପଧାନ, ସମ୍ପଦ ବରିହା, ହରେକୃଷ୍ଣ କୁମରା, ସୁଦର୍ଶନ କୁମରା, କୃଷ୍ଣ ପାତ୍ର, ସମ୍ପତି ରଣା, ସଦସ୍ୟାମାନଙ୍କ ମଧ୍ୟରେ ସୁବନ୍ତି ଛାତ୍ରିଆ ସହ ପେକ୍ସ ସମ୍ପାଦକ ରିତେଶ ମହାନନ୍ଦ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.