ଦାନ ସୂତ୍ରରେ ମିଳିଥିବା ଜମିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲିଠାରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ନେଇ ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟା ସମାଧାନର ରାସ୍ତା ବର୍ତ୍ତମାନ ସୁଗମ ହେବାରେ ଲାଗିଛି । ବସଷ୍ଟାଣ୍ଡ ନିର୍ମାଣ ପାଇଁ ସିନାପାଲି ସହରରେ ଉପଯୁକ୍ତ ଜମି ମିଳୁନଥିବା ବେଳେ!-->…
Read More...
Read More...