ଲୋଇସିଂହା ଷ୍ଟାଡିୟମରେ ଏପିଜେ ଅବଦୁଲ କଲାମ ଫୁଟବଲ କ୍ଲବର ଖେଳ ଅଭ୍ୟାସ ଆରମ୍ଭ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ସ୍ଥିତ ଏପିଜେ ଅବଦୁଲ କଲାମ ଫୁଟବଲ କ୍ଲବର ଆଜି ଖେଳ ଅଭ୍ୟାସ ସ୍ଥାନୀୟ ଷ୍ଟାଡିୟମରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆଜି ମଧ୍ୟାହ୍ନରେ ପଡିଆ ପରିସରରେ ପୂଜାର୍ଚ୍ଚନା ସହ ନଡ଼ିଆ ଭାଙ୍ଗି ଚଳିତ କ୍ରୀଡ଼ବର୍ଷର ଅଭ୍ୟାସ ଆରମ୍ଭ ହୋଇଛି । ଏହି କ୍ଲବ ଗତ!-->…
Read More...
Read More...