p purohi

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ତୁଷୁରାବାହାଲ ଗ୍ରା.ପ.ରୁ ୪ ଜଣ, ବାରପୁଡୁଗିଆ ଗ୍ରା.ପ.ରୁ ୧ ଜଣ, ଖୁଜେନପାଲି ଗ୍ରା.ପ.ରୁ ୧ ଜଣ, ସକମା ଗ୍ରା.ପ.ରୁ ୧ ଜଣ, ବୈଦିପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨୦, ୬, ୨୧, ୧୮ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ ଅର୍ସାତୁଲା ଗ୍ରା.ପ.ରୁ ଜଣେ, ବେଲପଡା ବ୍ଲକ ବେଲପଡା ଗ୍ରା.ପ.ରୁ ୧ ଜଣ, ଦେଓଗାଁ ବ୍ଲକ ଗାଈବାହାଲ ଗ୍ରା.ପ.ରୁ ୧ ଜଣ, ଦେଓଗାଁ ଗ୍ରା.ପ.ରୁ ୨ ଜଣ, ହାତୀସରା ଗ୍ରା.ପ.ରୁ ୧ ଜଣ, ଖପ୍ରାଖୋଲ ବ୍ଲକ ଓଡିଆପାଲି ଗ୍ରା.ପ.ରୁ ୩ ଜଣ, ମହାରପଦର ଗ୍ରା.ପ.ରୁ ଜଣେ, ରେଙ୍ଗାଲି ଗ୍ରା.ପ.ରୁ ୨ ଜଣ, ଲେଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ୨ ଜଣ, ବୁଢୀପଦର ଗ୍ରା.ପ.ରୁ ଜଣେ, ବୈଦିବାହାଲ ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ଲରମ୍ଭା ଗ୍ରା.ପ.ରୁ ଜଣେ, ଘଷିଏନ୍‌ ଗ୍ରା.ପ.ରୁ ଜଣେ, ପାଟଣାଗଡ ଏନ୍‌ଏସି ୱାର୍ଡ ନମ୍ବର ୬ରୁ ଜଣେ, ପୁଇଁନ୍ତଲା ବ୍ଲକ ଆଟଗାଁ ଗ୍ରା.ପ.ରୁ ଜଣେ, ସଇଁତଲା ବ୍ଲକ ବିବିନା ଗ୍ରା.ପ.ରୁ ଜଣେ, ସଇଁତଲା ଗ୍ରା.ପ.ରୁ ଜଣେ, କୁମ୍ଭାରି ଗ୍ରା.ପ.ରୁ ଜଣେ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

nrusinghnath
Leave A Reply

Your email address will not be published.