Yearly Archives

2022

୧.୫ ଲକ୍ଷ ଡାକଘର ନେଟ୍ୱର୍କ ସହିତ ଡାକ ବିଭାଗ ଦେଶର ପ୍ରତ୍ୟେକ ନାଗରିକଙ୍କୁ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମରେ…

ଡାକ ବିଭାଗ ୧୦ ଦିନର ସ୍ୱଳ୍ପ ଅବଧି ସମୟରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି୪.୨ ଲକ୍ଷ ଡାକ କର୍ମଚାରୀ ଦେଶର କୋଣ ଅନୁକୋଣରେ “ହର ଘର ତ୍ରିରଙ୍ଗା” ବାର୍ତ୍ତାକୁ ଅତି ଉତ୍ସାହର ସହିତ ପ୍ରଚାର କରିଛନ୍ତି ଦିଲ୍ଲୀ, (ପିଆଇବି) : ଡାକ ବିଭାଗ ନିଜର ୧.୫ ଲକ୍ଷ ଡାକ ଘରର…
Read More...

ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ରଷ୍ଟା ଓ ସୃଷ୍ଟି ଅନୁଷ୍ଠାନର ଆଲୋଚନା ଚକ୍ର

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଦଧିବାବନ ଉଚ୍ଚ ବିଦ୍ୟାଳୟଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଗଙ୍ଗାଧର ମେହେରଙ୍କ ଜନ୍ମ ଦିନ ଅବସରରେ ଏକ ଆଲୋଚନା ଚକ୍ର ସାହିତ୍ୟିକ ଦିଲ୍ଲୀପ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯୁବକବି ରଂଜୁ ଅମାତ ସ୍ୱାଗତ…
Read More...

ଗୌଡଗୋଠ ନୀଳକଣ୍ଠ ବୋଲବମ୍‌ କମିଟି ପକ୍ଷରୁ ଜଳାଭିଷେକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠରେ ଜଗନ୍ନାଥପଡା ନୀଳକଣ୍ଠ ବୋଲବମ୍‌ ଉଦ୍‌ଯାପିତ ହୋଇଯାଇଛି । ଆଷାଢ଼ ମାସ ପୂର୍ଣ୍ଣିମାଠାରୁ ଶ୍ରାବଣ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତି ସୋମବାର ମହାଦେବଙ୍କୁ ଜଳାଭିଷେକ କରାଯାଉଥିଲା । ଶ୍ରାବଣ ପୂର୍ଣ୍ଣିମା ଦିନ ରୁଗୁଡିକଟାଠାରୁ…
Read More...

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା କଂଗ୍ରେସ କମିଟିର ପଦଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଓଡିଶାରେ ପ୍ରଥମ ଲବଣ ସତ୍ୟାଗ୍ରହ ହୁମ୍ମାଠାରୁ ଆରମ୍ଭ କରିଥିଲେ । ଏହି ସ୍ମରଣୀୟ ଦିବସକୁ ଲୋକ ଜାଗରଣ…
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୯ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର…
Read More...

ଏବିଭିପି ତରଫରୁ ରକ୍ଷା ବନ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ରକ୍ଷା ବନ୍ଧନ ପାଳନ କରାଯାଇଛି । ମୁଖ୍ୟତଃ ବଲାଙ୍ଗିର ଶାନ୍ତିପଡା ସ୍ଥିତ ସିଆରପିଏଫ୍‌ କ୍ୟାମ୍ପ ଓ ସୁରକ୍ଷା କର୍ମୀମାନଙ୍କୁ ବିଦ୍ୟାର୍ଥୀ ପରିଷଦ ତରଫରୁ ରାକ୍ଷୀ ବନ୍ଧା ଯାଇଥିଲା । ଏହି…
Read More...

କୋସଲ ସଂଗ୍ରାମୀମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନଠାରେ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତର ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରଠାରେ ଅଗଷ୍ଟ ୮ ତାରିଖରେ ଅଲଗା କୋସଲ ରାଜ୍ୟ ଓ କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବୀରେ ଦିଆଯାଇଥିବା ଧାରଣାରେ ଯୋଗ ଦେଇ କୋସଲ ସଂଗ୍ରାମୀ ମାନେ ଆଜି କୋସଲାଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଶୁଭ…
Read More...

ସରକାରୀ ସୁବିଧା ଦାବୀରେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ମିଶନ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀମାନେ ହାତରେ ପ୍ଲା କାର୍ଡ ଧରି ବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ…
Read More...

ରାକ୍ଷୀ ବାନ୍ଧିଲେ ଗୀତାଞ୍ଜଳି ସିଂ ଠାକୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରକ୍ଷା ବନ୍ଧନ, ଭାଇ ଭଉଣୀର ଏକ ନିଆରା ପରମ୍ପରା କେଉଁ ସମୟରୁ ଚାଳି ଆସିଛି । ରାକ୍ଷୀ ପୂର୍ଣ୍ଣମା ଦିନ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧେ ଓ ଜୀବନ ସାରା ଭଉଣୀକୁ ସୁରକ୍ଷା ଓ ତାର ସୁଖ ଦୁଃଖରେ ଛିଡା ହେବା ପାଇଁ ଭାଇ ସଂକଳ୍ପ ନିଏ । ଆଜି ପାଇକମାଲଠାରେ ଟେମରୀ…
Read More...

ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲା

ନୂଆପଡ଼ା, (ନିରାକାର ମେହେର) : ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ସାରାବଙ୍ଗ ନିକଟ ପାୱାରତଲା ଠାରେ ବ୍ରିଜ୍ ଭୁଶୁଡି ପଡିଛି । ଫଳରେ ୩ଟି ପଞ୍ଚାୟତର ପାଖାପାଖି ୩୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ପଡୋଶୀ ରାଜ୍ୟ ଛତିଶଗଡ଼କୁ…
Read More...