ନୂଆଁଖାଇ ଜୁହାର ଭେଟ୍-୨୦୨୨ ପାଳିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଠାରେ ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ନୂଆଁଖାଇ ଜୁହାର ଭେଟ୍ - ୨୦୨୨ ପାଳିତ ହୋଇଯାଇଛି । ସକାଳୁ ପଞ୍ଚାୟତସ୍ତରୀୟ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତାରୁ କାର୍ଯ୍ୟକ୍ରମ ଆରମ୍ଭ!-->…
Read More...
Read More...