Yearly Archives

2022

ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି, ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି । ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ ସେ ଦିଗହରା ହୋଇଛି ବୋଲି ସ୍ଥାନୀୟ ଟାଉନ ହଲ୍‌ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଶାନ୍ତନୁ ବିଶ୍ଵାଳଙ୍କ
Read More...

ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିସରରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୧୧୭ ବର୍ଷ ପୂର୍ତ୍ତି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ଶାଖା ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଶାଖା ପ୍ରବନ୍ଧକ ରାଜେଶ କୁମାର ଥନାପତି, ସରସ୍ଵତୀ
Read More...

ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ-୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ନୂଆଁଖାଇ ଭେଟଘାଟ-୨୦୨୨ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ମା’ ସମଲେଇଶ୍ୱରୀ ଓ ପାଟଣେଶ୍ୱରୀଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଜିଲ୍ଲା ସଂସ୍କୃତି
Read More...

ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲା ରୋଟାରୀ କ୍ଲବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତ ବର୍ଷମାନଙ୍କ ପରି ପାରମ୍ପରିକ ବିଧିରେ ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ସମାରୋହରେ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ପ୍ରାଥମିକ
Read More...

ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳର ବ୍ୟବସ୍ଥିତ ୦୧ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ଅଂଚଳର ୦୧ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ ଏଚସିଡବ୍ଲୁ /ଏଫଏଲଡବ୍ଲୁ ଏବଂ ୬୦ ବର୍ଷରୁ ଅଧିକ
Read More...

କାର୍ତ୍ତିକ ହବିଷ୍ୟାଳୀ ବ୍ରତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର କାର୍ତ୍ତିକ ମାସରେ ରାଇଦାମୋଦର (ହବିଷ)ବ୍ରତ କରିବାକୁ ହବିଷ୍ୟାଳୀମାନେ ପୁରୀ ଆସିଥାନ୍ତି । ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ହବିଷ୍ୟାଳୀମାନଙ୍କ ରହିବା, ଶ୍ରୀଜିଉଙ୍କ ଦର୍ଶନ, ପୂଜା
Read More...

ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ : ଶାଶୁକୁ ୩ ବର୍ଷ ଜେଲ

ଭଦ୍ରକ : ଯୌତୁକ ପାଇଁ ପତ୍ନୀକୁ ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ । ପତ୍ନୀହନ୍ତା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ । ୨୦୧୫ରେ ସାବରଙ୍ଗ ଥାନା ଜିତନଗାରେ ପତ୍ନୀଙ୍କୁ ପୋଡ଼ି ମାରିଥିଲେ ପୂର୍ଣ୍ଣଚନ୍ଦ୍ର । ଘଟଣାରେ ସମ୍ପୃକ୍ତ ଶାଶୁଙ୍କୁ ମଧ୍ୟ ୩ ବର୍ଷ
Read More...

୨୪ଜଣ ନିୟମଗିରି ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ୨୪ଜଣ ନିୟମଗିରି ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଏଥିରେ ତହସିଲଦାର ସୁଧାକର ରଇତ, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଡବ୍ଲ୍ୟୁ ଇଓ ଚନ୍ଦନ ଦାସ ବାଙ୍ଗାରି, ସୁନାଖଣ୍ଡି
Read More...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ରାଜ୍ୟପାଳ

ରାୟଗଡ଼ା : ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଅବସରରେ ରାଜ୍ୟପାଳ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଗତକାଲି ରାତିରେ ରାଜ୍ୟପାଳ ରାୟଗଡ଼ାଠାରେ ପହଞ୍ଚିଥିଲେ । ଆଜି ସକାଳୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ କୋଲନରା
Read More...

ଉମରା ହଜ ପାଇଁ ମକ୍କା ମଦିନା ଅଭିମୁଖେ ନଅ ଜଣ ଯାତ୍ରୀ

ବରଗଡ, (ନିରୋଜ କୁମାର ପାଣୀ) : ମୁସଲମାନ ସମ୍ପ୍ରଦାୟର ୯ ଜଣ ମହିଳା ଏବଂ ପୁରୁଷଙ୍କ ଏକ ସମୂହ ସୋମବାର ସାଉଦିଆରବ ଦେଶର ମକ୍କା ଏବଂ ମେଦିନା ସରିଫ ଅଭିମୁଖେ ଉମରା ହଜ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୂହ ପ୍ରଥମେ ବରଗଡ଼ ରେଲୱେ ଷ୍ଟେସନରୁ ବାହାରି ଦିଲ୍ଲୀ ପହଞ୍ଚିବା ପରେ
Read More...