Yearly Archives

2022

ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ବାରିପଦାର ଛାତ୍ରଛାତ୍ରୀ ଦେଇଛନ୍ତି ସ୍ୱଚ୍ଛତାର ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ବାରିପଦାର ଛାତ୍ରଛାତ୍ରୀ ଦେଇଛନ୍ତି ସ୍ୱଚ୍ଛତାର ବାର୍ତ୍ତା । ମୟୁରଭଞ୍ଜର ବିଭିନ୍ନ ବ୍ଲକରେ ଗତକାଲି ଅହିଂସା ରଥ ପରିକ୍ରମା କରିବା ଅବସରରେ ଏକାଧିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତି ଗୋଷ୍ଠୀର ମହିଳାମାନେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନବୀନ ନିବାସଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା'ମାନେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ । ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମା'ମାନେ ଜାତୀୟ ପତାକା ତିଆରି ଦାୟିତ୍ୱ ପରି
Read More...

୨୧ତମ ଜାତୀୟ ହସ୍ତତନ୍ତ ମେଳା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ୨୧ତମ ଜାତୀୟ ହସ୍ତତନ୍ତ ମେଳା । ଏହା ଅକ୍ଟୋବର ୯ ତାରିଖରେ ସରିବ । ଏଥିରେ ସମୁଦାୟ ୨୧୫ଟି ଷ୍ଟଲ ଖୋଲାଯାଇଛି । ମେଳାରେ ଓଡିଶା ସମେତ ୟୁପି, ବିହାର, ଝାଡଖଣ୍ଡ, ରାଜସ୍ଥାନ, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ,
Read More...

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହିତ ଅହିଂସାର ବାର୍ତ୍ତା ପ୍ରଚାର କରୁଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ରାଜ୍ୟ ପରିକ୍ରମା କରି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହିତ ଅହିଂସାର ବାର୍ତ୍ତା ପ୍ରଚାର କରୁଛି । ବିଭିନ୍ନ ସ୍ଥାନରେ ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି ଓଡ଼ିଶାର ପାରମ୍ପରିକ ଝୋଟିର ଝଲକ । ଛାତ୍ରଛାତ୍ରୀ ଏବଂ ମିଶନ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୬୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ
Read More...

ଭିଜିଲାନ୍ସ ଜାଲରେ ବନ କର୍ମଚାରୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କର୍ଲାପାଟ ରେଞ୍ଜ୍ ଅଧିନ ଶଗଡା ସେକ୍ସନ ଫରେଷ୍ଟର୍ ଯୋଗେନ୍ଦ୍ର ମାଝୀଙ୍କୁ ସୋମବାର ରାତିରେ ଜୟପୁର ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଯୋଗେନ୍ଦ୍ର ମାଝୀ ନିଜ ଗାଁକୁ ଫେରୁଥିବା ବେଳେ ଭିଜିଲାନ୍ସ
Read More...

ଦୁଇ ମାସର ପିଡିଏସ୍‌ ନ ମିଳିବାରୁ ବିଧାନସଭା ଗୃହ କମିଟିକୁ ଅଭିଯୋଗ କଲେ ପଞ୍ଚାୟତବାସୀ

ଖଡ଼ିଆଳ, (ନିରାକାର ମେହେର) : ରାଜ୍ୟ ତଥା କେନ୍ଦ୍ର ସରକାର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ହେଉ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରି ତାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଏମିତିକି ପାଣି ପାଇଁ ବସୁଧା, ବିଜୁଳି ପାଇଁ ସୌଭାଗ୍ୟ, ଗୃହହୀନଙ୍କ ପାଇଁ
Read More...

ସଡକ ଦୁର୍ଘଟଣା : ନିୟନ୍ତ୍ରଣ ହରାଇ ପୋଖରୀକୁ ପଶିଗଲା କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛତାମଖନା ନିକଟସ୍ଥ ଜାମସର ରାସ୍ତା ପାର୍ଶ୍ବରେ ଥିବା ଏକ ପୋଖରୀକୁ ସୋମବାର ରାତିରେ ନିୟନ୍ତ୍ରଣ ହରାଇ କାର୍‌ ପଶି ଯାଇଥିବା ଜଣାପଡିଛି । କାର୍‌ ଭିତରୁ କୌଶଳକ୍ରମେ ସ୍ୱାମୀ ପ୍ରଥମେ ବାହାରି ଆସିଥିଲେ । ସୂଚନା ଅନୁସାରେ, ବଲାଙ୍ଗିର
Read More...

ବେଙ୍ଗଲୁରୁର ଡାକ୍ତର ଗୋବିନ୍ଦ ନନ୍ଦକୁମାର ସମାଜରେ ଏବେ ବେଶ ଚର୍ଚ୍ଚାର ପରିସରରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ରୋଗୀଙ୍କ ଆଶୁଚିକିତ୍ସା ଓ ଅସ୍ତ୍ରୋପଚାରକୁ ନେଇ ଡାକ୍ତର କେତେ ଯତ୍ନବାନ ହେବା କଥା, ତାହା ଏଠାରେ ପ୍ରତିପାଦିତ ହୋଇଛି । ଆମ ସମସ୍ତଙ୍କୁ ସମ୍ପୃକ୍ତ ଜଣେ ଡାକ୍ତର ଜଣକ ସମାଜକୁ ଉଚିତ ଦିଗଦର୍ଶନ ଦେଇ କରି ଦେଖାଇଛନ୍ତି । ଏଠାରେ ପ୍ରକାଶ ଥାଉକି,
Read More...

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି : ଅପରାହ୍ନରେ ସର୍ବସାଧାରଣ ଦର୍ଶନ କଟକଣା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବୁଧବାର ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏଣୁ ଅପରାହ୍ନରେ ଠାକୁର ଦର୍ଶନ କଟକଣା ରହିବ । ଏହି ସ୍ୱତନ୍ତ୍ର ନୀତି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ।
Read More...