Yearly Archives

2022

ଅନୁସୂୟା ଦେବତାଙ୍କୁ ମିଳିଲା ‘ଅହଲ୍ୟା ସ୍ମୃତି’ ସମ୍ମାନ

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା 'ଅହଲ୍ୟା ସ୍ମୃତି ସମ୍ମାନ'ରେ ସମ୍ମାନିତ ହୋଇଛନ୍ତି । ଉତ୍କଳ ରତ୍ନ ଲକ୍ଷ୍ମୀଧର ରାଉତଙ୍କ ପ୍ରତିଷ୍ଠିତ 'ବାଣୀପୀଠ' ମୟୂରଭଞ୍ଜର ୪୨ତମ କବିତା ପଠନ ଓ ପ୍ରତିଭା
Read More...

ବୀରମହାରାଜପୁରରେ ଆପର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ଚାଲିଥିବା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆପର ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଯୋଗ ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଚକାପାଦ ପଞ୍ଚାୟତ ସମିତି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୈନେତ୍ରୀ କହଁର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୋମନାଥ ବେହେରା, ସମିତି
Read More...

କାରଖାନାରୁ ଯନ୍ତ୍ରାଂଶ ଚୋରି ଅଭିଯୋଗ : ୧ ଗିରଫ

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମ ସ୍ଥିତ ଏକ ଫ୍ଲାଏ ଆସ୍‌ ଇଟା ତିଆରି କାରଖାନାରୁ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ଚୌଦ୍ୱାର ପୁଲିସ୍‌ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଆଗ୍ରାହାଟ ଗ୍ରାମର ସେକ୍‌ ଗଫର(୪୩) । ପୁଲିସର ସୂଚନା ଅନୁଯାୟୀ କାରଖାନାର ମାଲିକ
Read More...

ଟେଣ୍ଟ ଉପରକୁ ମାଡ଼ିଗଲା ହାଇଓ୍ୱା : ୧ ମୃତ, ୧ ଗୁରୁତର

ଭଣ୍ଡାରିପୋଖରୀ : ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରେ ଆଜି ସକାଳ ପ୍ରାୟ ୫ଟା ବେଳେ ଏକ ବାଲି ବୋଝେଇ ହାଇୱୋ ଶ୍ରମିକଙ୍କ ଟେଣ୍ଟ ଉପରକୁ ମାଡିଯିବା ଫଳରେ ଟେଣ୍ଟରେ ଶୋଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ
Read More...

ପାଖ ମାଡିଲେ ନାହିିଁ ପଡୋଶୀ : ମା’ର ଶବକୁ ବୋହିଲା ଝିଅ, ସୋସିଆଲ ମିଡିଆରେ ହେଲା ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ତୁଷ୍ଟାପାଲି ଗ୍ରାମରେ ଜଣେ ମହିଳାଙ୍କ ମୃତ ଦେହକୁ ତାଙ୍କ ଝିଅ ବୋହିଥିବା ଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ମୃତ ମହିଳା ଜଣକ ସାମାଜିକ ବାସନ୍ଦର ଶିକାର ହୋଇ
Read More...

ଖୁଦୁରୁକୁଣୀ ଭସାଣି ଉତ୍ସବ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲଖ ଧଣ୍ଡାମୁଣ୍ଡା ଗାଁରେ ମା’ ଖୁଦୁରୁକୁଣୀଙ୍କ ଭସାଣି ଉତ୍ସବ ସଂପନ୍ନ ହୋଇଛି । ବୈଦ୍ୟନାଥ ମିଶ୍ର ପୂଜା କାର୍ଯ୍ୟ କରିଥିବା ବେଳେ ଗ୍ରାମର ୮୦ରୁ ଅଧିକ ଯୁବତୀ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
Read More...

ଟିଟିଲାଗଡରେ ଭାଗବତ ଜନ୍ମ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ସଭାପତି ବିଶ୍ୱରାମ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାମନାରାୟଣ ମିଶ୍ର ସପତ୍ନୀକ କର୍ତ୍ତା ଥିଲେ । ମନ୍ଦଧର ପଣ୍ଡା,
Read More...

ସଇଁତଲା ସିଏଚ୍‌ସିରେ ଭୋଜନାଳୟ ଉଦ୍‌ଘାଟିତ

ସଇଁତଲା, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଏଚ୍‌ସି ପରିସରରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଭେଜନାଳୟକୁ ଗତକାଲି ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବିଡିଓ ଚନ୍ଦ୍ରମଣି ନାଗ, ସିଡିପିଓ ସବିତା ଦାଶ, ସିଏଚ୍‌ସି ଅଧିକାରୀ ଡା.
Read More...

ଅହିଂସା ରଥ ସ୍ୱାଗତରେ ଦେଖିବାକୁ ମିଳୁଛି ଓଡ଼ିଶାର ମହାନ୍ ଲୋକକଳାର ବିଭବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ସ୍ୱାଗତରେ ଦେଖିବାକୁ ମିଳୁଛି ଓଡ଼ିଶାର ମହାନ୍ ଲୋକକଳାର ବିଭବ । କଳାହାଣ୍ଡି, ବଲାଙ୍ଗିର, ବରଗଡ, ସମ୍ବଲପୁର, ମୟୁରଭଞ୍ଜ, ସୁନ୍ଦରଗଡ ଏବଂ ସୁବର୍ଣ୍ଣପୁର ଓ ବୌଦ୍ଧ ଇତ୍ୟାଦି
Read More...