Yearly Archives

2022

ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟରେ ପୁରସ୍କୃତ ହେଲେ ଜେଭିଅର ସ୍କୁଲର ଛାତ୍ରଛାତ୍ରୀମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ତେବେ ଜିଲ୍ଲା ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଜେଭିଅର ସ୍କୁଲର ଆରାଧନା ଦାଶ, ଆଦ୍ୟାଶା ପଟ୍ଟନାୟକ, ହର୍ଷବର୍ଦ୍ଧନ
Read More...

ବାଇକରେ କଫ୍‌ ସିରଫ୍‌ ଚୋରା ଚାଲାଣ ବେଳେ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକରେ କଫ୍‌ ସିରଫ୍‌ ଚୋରା ଚଲାଣ ବେଳେ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ ବୋଲି ଖବର ମିଳିଛି । ସୂଚନା ଅନୁସାରେ ସୁଦର୍ଶନ ନାଏକ ନାମକ ଜଣେ ବ୍ୟକ୍ତି ଏକ ବାଇକରେ ୧୨୦ ବୋତଲ କଫ୍‌ ସିରଫ ଧରି ବଲାଙ୍ଗିର ପଟୁ
Read More...

ବଲାଙ୍ଗିର ଶାନ୍ତିପଡାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇ ସେଣ୍ଟିଙ୍ଗ ମିସ୍ତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ଠାରେ ଏକ ଘର କାମ କରୁଥିବା ସମୟରେ ଜଣେ ସେଣ୍ଟିଙ୍ଗ ମିସ୍ତ୍ରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ସେଣ୍ଟିଙ୍ଗ
Read More...

ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରର ୨୭ତମ ପ୍ରତିଷ୍ଠା ଦିବସ ତଥା ପୂଜ୍ୟପାଦ ସଦ୍‌ଗୁରୁଦେବ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ ମହାରାଜଙ୍କ ୬୭ତମ ଜନ୍ମ ଦିବସ ଆନନ୍ଦ ନିକେତନ ଆଶ୍ରମ ପରିସରରେ ହର୍ଷୋଲ୍ଲାସପୂର୍ବକ ପାଳିତ ହୋଇଯାଇଛି ।
Read More...

ପୁରୀରେ ଭାରତୀୟ ଜନତା ପାର୍ଟିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଉଦଘାଟିତ

ପୁରୀ : ଆଜି ପୁରୀରେ ଭାରତୀୟ ଜନତା ପାର୍ଟିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ଦଳ ନେତା ଜୟ ନାରାୟନ ମିଶ୍ର, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରି ମଞ୍ଚରେ ଉପସ୍ଥିତ ଅଛନ୍ତି । ଏହାସହ ରାଜ୍ୟର ୩୫୦ କର୍ମକର୍ତ୍ତା
Read More...

ବିଜୁଙ୍କ ପ୍ରିୟ ଡାକୋଟା ବିମାନ ଆଣିବା ପ୍ରସଙ୍ଗରେ ମତ ରଖିଲେ ସୂଚନା କର୍ମୀ ହେମନ୍ତ ପଣ୍ଡା

ଭୁଲିଗଲେ ରାଜ୍ୟ ସରକାର : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନ କଲିକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନିଷ୍କ୍ରିୟ ଭାବେ ପଡି ରହିଥିବା ତଥ୍ୟ ସୂଚନା ଅଧିକାର ଆଇନ ବଳରେ
Read More...

ବାଲା ବିକାଶ ସଂଗଠନ ପକ୍ଷରୁ ରିଲିଫ୍‍ ସାମଗ୍ରୀ ବଣ୍ଟନ

ପିପିଲି : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ବାଲା ବିକାଶ ସଂଗଠନ ଓ ଆମାଜନ ପକ୍ଷରୁ ପିପିଲି ବ୍ଲକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ କିଟ୍‍ ଓ ସାମଗ୍ରୀ ବଣ୍ଟନ କରାଯାଇଛି । ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଅନୁରୋଧ କ୍ରମେ ଆମାଜନ ଓ ବାଲା ବିକାଶ
Read More...

ଲଇଡାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଲଇଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦେଶ କ୍ରମେ ଜନ ଅଭିଯୋଗ ଶୁଣାଣି ଏବଂ ବିତରଣ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଶିବିରରେ ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ
Read More...

ଭୁବନେଶ୍ୱର ଏମ୍ସରେ କର୍କଟ ରୋଗୀଙ୍କ ପାଇଁ ଲାଗିବ ଅତ୍ୟାଧୁନିକ ଲିନାକ୍ ମେସିନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଏମ୍ସରେ କର୍କଟ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଦ୍ୱିତୀୟ ଡୁଆଲ ଏନର୍ଜି ଲିନିଅର ଆକ୍ସିଲିରେଟର ମେସିନ ସ୍ଥାପନ କରାଯିବ । ଏମ୍ସର ରେଡିଏସନ ଅଙ୍କୋଲୋଜି ବିଭାଗରେ ଏହି ମେସିନ ସ୍ଥାପନ କରାଯିବ । ଏହି ଅତ୍ୟାଧୁନିକ ଲିନାକ୍ ମେସିନ ସ୍ଥାପନ ହେବା
Read More...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ଦେଓଗାଁ, (ମନୀଷ କୁମାର ସାହୁ) : ଟିଟିଲାଗଡ଼ ଡିଭିଜନର ଟିକ୍ରାପଡ଼ା ଠାରେ ଗତ ଶନିବାର ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂପାଦକ ନିର୍ବାଚନ ମଧ୍ୟ ଅନୁ‌ଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ
Read More...