Yearly Archives

2022

ଚାଷୀଙ୍କ ରାସ୍ତା ଅବରୋଧ

ସୋହେଲା, (ସତ୍ୟ ନାରାୟଣ ପ୍ରଧାନ) : ପ୍ରଧାନମନ୍ତ୍ରୀ ଫସଲ ବୀମା, ଏଚ୍‌ଡିଏଫ୍‌ସି ଏଗ୍ରୋ କଂପାନୀ ଆକଳନ ଅନୁସାରେ ବୀମା ଟଙ୍କା ପ୍ରଦାନରେ ଅହେତୁକ ବିଳମ୍ବ କରିବା ଓ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏଥିପ୍ରତି ଧ୍ୟାନ ଦେଉନଥିବା ପ୍ରତିବାଦରେ ଆଜି ସକାଳ ୮ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ
Read More...

ବରଗଡ଼ ଜିଲ୍ଲାରେ ୨୯୧ ମିମି ବର୍ଷା ରେକର୍ଡ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲାର ବିଜେପୁର ବ୍ଲକ ଅଞ୍ଚଳରେ ସର୍ବାଧିକ ୬୬.୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ବରପାଲି ବ୍ଲକ ଅଞ୍ଚଳରେ ସର୍ବନିମ୍ନ
Read More...

ଅଜଣା ଗାଡି ଧକ୍କାରେ ୬ ଗୋରୁ ମୃତ

ଖୋର୍ଦ୍ଧା : ଅଜଣା ଗାଡି ଧକ୍କାରେ ୬ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖୋର୍ଦ୍ଧା ସହର ନିକଟ ଶରଧାପୁର ଗ୍ରାମ ଦେଇ ଯାଇଥିବା ୫୭ ନମ୍ଵର ଜାତୀୟ ରାଜପଥ ଉପରେ ଆଜି ସକାଳୁ ପ୍ରାୟ ୬ଟି ଗୋରୁ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଗୋରୁ
Read More...

ଓଲଟିଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୬୫ରୁ ଅଧିକ ଯାତ୍ରୀ

ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ବାଇପାସ୍ ନିକଟରେ ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ରାଜପଥ ତଳକୁ ଓଲଟି ପଡିଥିବା ଜଣାପଡିଛି । ଫଳରେ ୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୬୫ରୁ ଅଧିକ
Read More...

୧୦ ଲକ୍ଷ ଟଙ୍କାର ଧଳାଜହର ଜବତ : ୫ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ନାଲାରୋଡ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କଲା ପ୍ଲାଣ୍ଟସାଇଟ୍ ପୋଲିସ । ଏହା ସହିତ ଗୋଟିଏ କାର ଏବଂ ବାଇକ୍‌ ଜବତ କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏହି ୫ ଅଭିଯୁକ୍ତ ଧଳାଜହର କାରବାରର ମାଷ୍ଟରମାଇଣ୍ଡ
Read More...

ଅତାବିରା ଫଟୋଗ୍ରାଫିକ୍ ସଂଗଠନର ନୂଆଁଖାଇ ଭେଟ୍‌ଘାଟ୍‌

ରେଙ୍ଗାଲିକ୍ୟାମ୍ପ : ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପଠାରେ ଅତାବିରା ଫୋଟୋଗ୍ରାଫି ସଂଗଠନ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ସଞ୍ଜୟ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ରିଙ୍କେଶ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ
Read More...

ମାଧବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପରିବେଶ ଦିବସ ପାଳିତ

ଗୁରୁଡିଝାଟିଆ : ପରିବେଶ ସୁସ୍ଥ ଓ ସୁନ୍ଦର ରହିଲେ ଜୀବ ଜଗତର ଆୟୁବୃଦ୍ଧି ହେବ । ପୃଥିବୀ ଖିଲିଖିଲି ହସିଉଠିବ । ଏହାକୁ ସନ୍ତୁଳିତ ଭାବରେ ଗଢିତୋଳିବା ଦାୟିତ୍ୱ ଆମ ସମସ୍ତଙ୍କ ବିଶେଷତଃ ପରିବେଶ ସୁରକ୍ଷା ଦିଗରେ ବିଦ୍ୟାର୍ଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଭୂବନେଶ୍ୱର ପରିବେଶ
Read More...

ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୭ମ ବାର୍ଷିକୋତ୍ସବ ସାଧାରଣ ଅଧିବେଶନ

ସୁରେନ୍ଦ୍ର ସଭାପତି, ସୁଶୀଳ ସଂପାଦକ ଭାବେ ମନୋନୀତ ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୭ମ ତ୍ରୟୋବାର୍ଷିକ ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ କର୍ମଚାରୀ ସମନ୍ୱୟ ସମିତି କମ୍ୟୁନିଟି ହଲ୍‌ଠାରେ
Read More...

ମା’ ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା କମିଟି ଗଠିତ

ସମ୍ବଲପୁର : ସମ୍ବଲପୁରର ବଡବଜାର ସ୍ଥିତ ରାଧାମାଧବ ମନ୍ଦିର ପ୍ରାଙ୍ଗଣରେ ମା' ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜିତ ଏହି ସଭାରେ ଚଳିତ ବର୍ଷର ପୂଜା ପାଇଁ ନୂତନ କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ରୂପେ
Read More...

ମହାନଦୀରୁ ମୃତ ଘଡିଆଳ କୁମ୍ଭୀର ଉଦ୍ଧାର

ସମ୍ବଲପୁର : ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳିମାନେ ଏକ ମୃତ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରିଥିବା ସୂଚନା ମିଳିଛି । କୁମ୍ଭୀରଟିର ଦେହରେ ଟ୍ରାନ୍ସମିଟର ଲାଗିଥିବା ଦେଖିବାକୁ ମିଳିଛି । ତେବେ କୁମ୍ଭୀରଟି ବନ୍ୟା ସମୟରେ ସାତକୋସିଆ ଅଞ୍ଚଳରୁ ଚାଲି ଆସିଥିବା ଅନୁମାନ କରାଯାଉଛି ।
Read More...