Yearly Archives

2022

ବରଗଡ ବରାହଗୁଡା ଫାଷ୍ଟଟ୍ରେକକୁ ଭାଙ୍ଗିଲା ଓକିଲ ସଂଘ

ବରଗଡ, (ନିରୋଜ କୁମାର ପାଣୀ) : ବରାହଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତାରେ ବେଆଇନ ଭାବେ ଲଗାଯାଇଥିବା ଫାଷ୍ଟଟ୍ରେକକୁ ଆଜି ଭାଙ୍ଗିଦେଲେ ଆନ୍ଦୋଳନକାରୀ ଓକିଲମାନେ । ଅଶୋକା ବିଳିକନ ବରଗଡ଼ରେ ନିମ୍ନ ମାନର ୪ ଲେନ ରାସ୍ତା ନିର୍ମାଣ କରିଥିବା ବେଳେ ବରାହଗୁଡ଼ା ଠାରେ ବେଆଇନ ଭାବେ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୯ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୮ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...

କୁଳମଣି ପ୍ରଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ବଡ଼ଙ୍ଗୋମୁଣ୍ଡା ଗାଁର କୁଳମଣି ପ୍ରଧାନଙ୍କ ଗତ ବୁଧବାର ରାତି ୧୦ଟା ୩୦ମିନିଟରେ ହୃତଘାତରେ ପରଲୋକ ଘଟିଯାଇଛି । ତାଙ୍କ ଶେଷ ସମୟରେ ଦୁଇ ପୁଅ ଓ ଜଣେ ଝିଅ, ନାତି ନାତୁଣୀଙ୍କ ସହ ପରିବାର ଲୋକ, ବନ୍ଧୁବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।
Read More...

‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ପରେ ଚେଇଁଲା ପୂର୍ତ୍ତ ବିଭାଗ : କ୍ରସର ଗୁଣ୍ଡ ପକେଇ ଖାଲ ହେଲା ଭର୍ତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଜୁ ଏକ୍ସପ୍ରେସ ୱେ ରାସ୍ତାରୁ ଝାରବନ୍ଧ ପଟକୁ ସଂଯୋଗ କରିଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି ବୋଲି ଗତକାଲି 'କୋଶଳ ପ୍ରବାହ'ରେ ଖବର ପ୍ରସାରିତ ହୋଇଥିଲା, ଯାହାକୁ ଦେଖି ଚେଇଁଛି ପୂର୍ତ୍ତ ବିଭାଗ । ପାଇକମାଲ
Read More...

ସନ୍ଧାନ ଓ ଉଦ୍ଧାର ପାଇଁ ଟ୍ରେନିଂ ଦେଉଛନ୍ତି ଗଞ୍ଜାମ ବ୍ଲକର ଦୁଇ ମାଷ୍ଟର ଟ୍ରେନର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରାକୃତିକ ବିପର୍ଯ୍ୟୟ ବେଳେ ବହୁ ଧନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି । ଏଥିପାଇଁ ବନ୍ୟା ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଗତ କିଛି ବର୍ଷ ହେବ ଅକ୍ଟୋବର ମାସରେ କିଛି ନା କିଛି ବାତ୍ୟା ଆସୁଥିବା
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱାଦଶ ଦିବସ

ସାଇଟ ସ୍ପୋର୍ଟ୍ସ ସୋସାଇଟି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସୁପର ନକ ଆଉଟ ଖେଳ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସାଇଟ ସ୍ପୋର୍ଟ୍ସ ସୋସାଇଟି ୬-୦ ଗୋଲରେ ଧଣ୍ଡାମୁଣ୍ଡାକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି ।
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ଵ କମାଣ୍ଡ କ୍ଷେତ୍ର ନିମନ୍ତେ ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ଵ କମାଣ୍ଡ କ୍ଷେତ୍ର ନିମନ୍ତେ ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଯାଇଛି ।
Read More...

ପୁରୋହିତଙ୍କୁ ବୃକ୍ଷ ଦେଇ ସ୍ୱାଗତ କଲେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଂପ୍ରତି ପିତୃପକ୍ଷ ଆରମ୍ଭ ହୋଇଯାଇଛି । ଆଶ୍ଵିନ କୃଷ୍ଣପକ୍ଷ ଯାହାକୁ କି ଲୋକମୁଖରେ ଅପରପକ୍ଷ ନାମରେ ପରିଚିତ । ତିଳ ତର୍ପଣ, ପିତୃପୁରୁଷଙ୍କୁ ପିଣ୍ଡଦାନର ସମୟ । ଏହି ଅବସରରେ ପରିବେଶକୁ ଭଲ ପାଉଥିବା ତଥା ପରିବେଶ ପାଇଁ ବ୍ୟାପକ ଜନସଚେତନ ସୃଷ୍ଟି
Read More...

ସଙ୍କଟ ମୋଚନ ମନ୍ଦିର ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରତିଷ୍ଠା ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଙ୍କଟ ମୋଚନ ମନ୍ଦିର ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରତିଷ୍ଠା ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ସୁଦପଡା ସ୍ଥିତ ସଙ୍କଟ ମୋଚନ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରତିଷ୍ଠା ମହୋତ୍ସବ ପାଳନ ନିମନ୍ତେ ବିଶେଷ ଭାବରେ
Read More...

ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ଦିନ ହେବ ଜିଲ୍ଲାରେ କୃଷକ ସମସ୍ୟା ଗୁଡିକର ସମାଧାନ କରାଯାଉ ନାହିଁ । ବାରମ୍ବାର ଧାରଣା ଓ ଆନ୍ଦୋଳନ ସତ୍ୱେ କୌଣସି ସୁଫଳ ମିଳୁନାହିଁ । ତେଣୁ କୃଷକମାନଙ୍କ ୭ ଦଫା ଦାବୀ ନେଇ ୧୬ ସେପ୍ଟେମ୍ବର ଦିନ କୃଷକ ମହାସଂଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଚାଷୀ
Read More...