Yearly Archives

2022

ଏରୋବାଟିକ୍ ଦଳ ପକ୍ଷରୁ ପ୍ରଦର୍ଶିତ ହେବ ଦୁଃସାହସିକ ସମରକଳା କୌଶଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟାରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ୍ ଦଳ ପକ୍ଷରୁ ପ୍ରଦର୍ଶିତ ହେବ ଦୁଃସାହସିକ ସମରକଳା କୌଶଳ । ଏହି ଅଲୌକିକ ଶକ୍ତି ପ୍ରଦର୍ଶନ ଭୁବନେଶ୍ୱର ବାଲିଯାତ୍ରା ପଡିଆ କୁଆଖାଇ ନଦୀକୂଳରେ ଅନୁଷ୍ଠିତ ହେବ । ଏହା ଦେଖିବା ପାଇଁ ସକାଳ ୯ଟା
Read More...

ଦିପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଦିପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ ସଭାପତିତ୍ୱ ଅନୁଷ୍ଠିତ ଏକ ସଭାରେ ପ୍ରକୃତି ବନ୍ଧୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୬୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯ ଜଣ
Read More...

ଟୋଲ ମୁକ୍ତ ଯାନବାହାନ ଚଳାଚଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସମ୍ବଲପୁର ଜାତୀୟ ରାଜପଥର ବରାହାଗୁଡା ଠାରେ ଥିବା ଅଶୋକା ଟୋଲ ପ୍ଲାଜାରେ ଗତକାଲି ବରଗଡ଼ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଯୋଗୁଁ ସମସ୍ତ ଯାନବାହାନ ଗୁଡିକୁ ବିନା ଦେୟରେ ଯିବା ଆସିବା କରିଥିବା ଦେଖିବାକୁ ମିଳିଥିଲା । ବରାହଗୋଡା ଠାରେ ଥିବା ଟୋଲ
Read More...

ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ଜିଲ୍ଲା ଯାଦବ ସମାଜ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ଜିଲ୍ଲା ସଭାପତି ଭରତଲାଲ ରାଉତଙ୍କ ଅଧ୍ୟକ୍ଷତାରେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଯାଦବ ସମାଜ ତରଫରୁ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଡୋଲ ଗ୍ରାମ ଅନ୍ତର୍ଗତ ନଦୀପଡା ଠାରେ ଗତକାଲି ବିଘ୍ନେସ୍ୱର ଯୁବ ସଂଘ ଓ ତ୍ରିଲୋଚନ ନେତ୍ରାଳୟ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନୀନି ଭୋଇ ଏବଂ ଜିଲ୍ଲା ପରିଷଦ ସଭ୍ୟା
Read More...

ଇମ୍ପରିୟଲ କଲେଜରେ ଷ୍ଟାଟଅପ୍ ଯାତ୍ରା କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଷ୍ଟାଟଅପ୍‌ ଯାତ୍ରାର ଭ୍ୟାନ ଆଜି ଇମ୍ପରିୟଲ କଲେଜଠାରେ ପହଂଚିବା ପରେ ସେଠାରେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି
Read More...

ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟରେ ‘ଛାତ୍ର ଯୋଡୋ-ଭାରତ୍ ଯୋଡୋ’ କାର୍ଯ୍ୟକ୍ରମ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର୍ ନୱାଜଙ୍କ ଆହ୍ୱାନ କ୍ରମେ ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଉପସଭାପତି ନିକୁ ପ୍ରାଧାନ ଏବଂ ରୋହିତ୍ ମେହେରଙ୍କ ନେତୃତ୍ୱରେ ଅତାବିରାର ଦୁଇଟି ମହାବିଦ୍ୟାଳୟ ଯଥା ଅତାବିରା ମହାବିଦ୍ୟାଳୟ ଏବଂ
Read More...

କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ଗଜପତି ସାହୁ

ବରଗଡ, (ନିରୋଜ କୁମାର ପାଣୀ) : କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପ୍ରଥମ ପର୍ଯ୍ୟାୟରେ କମିଟି ଘୋଷଣା କରିଛି । କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ବରଗଡ଼ ବ୍ଲକ ଅନ୍ତର୍ଗତ ଜଗଲପାଟ ପଞ୍ଚାୟତର ଭାଙ୍ଗମୁଣ୍ଡା ଗ୍ରାମର କୋସଲ ସଂଗ୍ରାମୀ ତଥା ଯୁବ ଚାଷୀ
Read More...

ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବୁଷ୍ଟର ଡୋଜ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଦ୍ୱାରା ସମର୍ଥିତ ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ନିଜସ୍ୱ
Read More...