Yearly Archives

2022

ମା’ ତାରାତାରିଣୀଙ୍କ ଷୋଡଶ ଦିନାତ୍ମକ ଦଶହରା ପୂଜା ସମ୍ଭାର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

• ମହାଷ୍ଟମୀ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖିଛନ୍ତି, ଗଞ୍ଜାମ ଜିଲ୍ଲା ପ୍ରଶାସନ• ଶୁକ୍ରବାର ମା'ଙ୍କ ମନ୍ଦିର ଓ ପାର୍ବଣସ୍ଥଳ ପରିସରକୁ ପ୍ରଶାସନ ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ବନ୍ଦନୀୟା ମା' ତାରାତାରିଣୀଙ୍କ ଷୋଡଶ
Read More...

କଲେଜ ୱାଡ଼େନ୍ କ୍ୱାର୍ଟରରେ ଅଗ୍ନିକାଣ୍ଡ

ଚୌଦ୍ୱାର : ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ସଂଲଗ୍ନ ୱାଡ଼େନ୍ କ୍ୱାର୍ଟରରେ ଗୁରୁବାର ସକାଳେ ଅଚାନକ ଅଗ୍ନିକାଣ୍ଡ ଘଟି ଘର ଭିତରେ ଥିବା ବହୁ ମାତ୍ରାରେ ଆସବାବପତ୍ର ପୋଡ଼ି ଯାଇଛି । ଉକ୍ତ କ୍ୱାର୍ଟରରେ ରହୁଥିବା ୱାଡ଼େନ୍ ଦାୟିତ୍ୱରେ ଥିବା ଅଧ୍ୟାପକ ବସନ୍ତ କୁମାର ବିଶ୍ୱାଳ ସକାଳେ ସପରିବାର
Read More...

ଏମ୍‌ଏସ୍‌ଏସ୍‌ ବିଦ୍ୟାପୀଠରେ ବିଜ୍ଞାନମେଳା

ଆଠଗଡ଼ : ଆଠଗଡ଼ ବ୍ଲକ ଅଧିନ ଯୋରନ୍ଦା ପଞ୍ଚାୟତର ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ଗୁରୁବାର ଏକ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ କମଳା ନାୟକ ମୁଖ୍ୟ ଅତିଥି ଭାବେ
Read More...

ଖଡ଼ିଆଳ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ହୋଇ ବୃଦ୍ଧାଶ୍ରମ ଗଲେ ଜଣେ ଅସହାୟ ମହିଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବସ୍‌ଷ୍ଟାଣ୍ଡରେ ଜଣେ ଅସହାୟ ବୃଦ୍ଧ ମହିଳା ଦୀର୍ଘ ୧୦ ଦିନ ଧରି ଅସହାୟ ଅବସ୍ଥାରେ ରହି ଆସୁଥିଲେ । ବୟସ ପାଖାପାଖି ୬୦ରୁ ଅଧିକ ବୟସ ହେବ । ସେ ଠିକ ସେ କଥା କହିପାରୁନଥିବାରୁ ତାଙ୍କର ପରିଚୟ ମିଳି ପାରୁନଥିଲା । ତାଙ୍କୁ ଯିଏ ଯାହା
Read More...

ଅହିଂସା ରଥ ସ୍ୱାଗତ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଖଇରା ବ୍ଲକ ଓ ଭୋଗରାଇ ବ୍ଲକରେ ଅହିଂସା ରଥ ସ୍ୱାଗତ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନତା । ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ
Read More...

ମୂଲ୍ୟବୋଧ, ଆଧ୍ୟାତ୍ମିକବୋଧ ଓ ଶିକ୍ଷା ଉପରେ କର୍ମଶାଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସେମିନାଲ ହଲ୍‌ ଠାରେ ଏଇକ୍ୟୁଏସି ଓ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖଡ଼ିଆଳର ମିଳିତ ଆନୁକୂଲ୍ୟରେ ମୂଲ୍ୟବୋଧ, ଆଧ୍ୟାତ୍ମିକବୋଧ ଓ ଶିକ୍ଷା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କଲେଜର
Read More...

ସୁନାବେଢା ପୌରାଞ୍ଚଳରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନାବେଢା ପୌରାଞ୍ଚଳରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ନାଗରିକ । ଆକର୍ଷଣୀୟ ଚିତ୍ରାଙ୍କନରେ ଛାତ୍ରଛାତ୍ରୀ ସ୍ୱାଗତ କଲେ ଅହିଂସା ରଥକୁ । ଏନେଇ ରାଜ୍ୟ
Read More...

କୋରାପୁଟ ଜିଲ୍ଲାରେ ପହଞ୍ଚିଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ସବୁଜିମା ଠାରୁ ଅଧିକ ଘନତ୍ୱ ଜିଲ୍ଲାର ଦେଶପ୍ରେମର ଭାବନା । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅହିଂସା ରଥ ପରିକ୍ରମାରେ ହଜାର ହଜାର ସଂଖ୍ୟକ ନାଗରିକଙ୍କ ସ୍ୱତଃ ପ୍ରବୃତ୍ତ ସମାବେଶ ଏହା ପ୍ରମାଣିତ କରୁଛି । ଏନେଇ ରାଜ୍ୟ
Read More...

ବାଲେଶ୍ୱର ଜିଲ୍ଲା ସଦର ମହକୁମାରେ ପହଞ୍ଚିଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜିଲ୍ଲା ସଦର ମହକୁମାରେ ପହଞ୍ଚିଥିବା ଅହିଂସା ରଥକୁ ସ୍ୱାଗତ କରିବା ପାଇଁ ଏକ ବିଶାଳ ଶୋଭାଯାତ୍ରା ବାଲେଶ୍ୱର ରେଳ ଷ୍ଟେସନରୁ ବାହାରି ଜିଲ୍ଲାସ୍କୁଲରେ ପହଂଚିଛି । ସେହିପରି ଔପଦା ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।
Read More...

ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଗସ୍ତରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଥମେ ପୋତରା ସ୍ଥିତ ଯୋଗେଶ୍ୱର ଶିବ ମନ୍ଦିରରେ ପହଂଚି ମନ୍ଦିର ପରିଦର୍ଶନ କରିଥିଲେ । ପରେ ନୂଆପଡା ଜିଲ୍ଲାପାଳଙ୍କ ସଦ୍ଭାବନା ଠାରେ ଯୋଗ ଦେଇ ଏକ ସମୀକ୍ଷା ବୈଠକ କରିଥିଲେ । ପରେ ଫଳସିପାଣି,
Read More...