Yearly Archives

2022

ଭୂକମ୍ପରେ ଥରିଲା ଲଦାଖ

ଲେହ : ଲେହ-ଲଦାଖରେ ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ବେଳେ ଅକ୍ଷାଂଶ ୩୫.୮୯ ଏବଂ ଦ୍ରାଘିମା ୭୭.୫୭ ରହିଛି । ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି
Read More...

ବାୟୁବୀରଙ୍କ ଆକାଶ ମାର୍ଗରେ ସାହସିକ ପ୍ରର୍ଦଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆରେ ଶୁକ୍ରବାର 'ସୂର୍ଯ୍ୟକିରଣ ଏୟାର ଶୋ'ର ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବାୟୁବୀରମାନେ ଆକାଶ ମାର୍ଗରେ ନିଜର ସାହସିକତା ପ୍ରଦର୍ଶନ କରିଛନ୍ତି । ଭିନ୍ନ ଭିନ୍ନ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇ
Read More...

ଆଜିଠୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ଶୁକ୍ରବାରଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ମେଧା ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଶୁକ୍ରବାର ଏବଂ ଶନିବାର ନାମ ଲେଖାଇବେ ।
Read More...

୨୩ରେ ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମାବେଶ

ଭୁବନେଶ୍ୱର : ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଏକ ବିରାଟ ସମାବେଶ ଆସନ୍ତା ୨୩ ତାରିଖରେ ଦିନ ୧୧ ଟାରେ ସମ୍ବଲପୁର ସ୍ଥିତ ମା’ ସମଲେଇ ପୀଠରେ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଜିଲ୍ଲାରୁ ସଂଘର କର୍ମକର୍ତ୍ତା ଓ ଇଚ୍ଛୁକ ସଭ୍ୟସଭ୍ୟାମାନେ ଯୋଗ ଦେବାରୁ ସଂଘ ପକ୍ଷରୁ
Read More...

ଦୁଇ ଦିନିଆ ଶିକ୍ଷକ ତାଲିମ କର୍ମଶାଳା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଆସ୍ଥା ପବ୍ଲିକ ସ୍କୁଲରେ ଏକ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟକ୍ଷ, ଚେୟାରମେନ୍‌, ଅଫିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟାପକ ସଂଜୀବ ଦାସ
Read More...

ବୁଢୀ ବାହାଲରେ ପୋଷଣ ମାସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ବୁଢୀ ବାହାଲ ଗ୍ରାମରେ ଗୁରୁବାର ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ମାଧୁରୀ ହୋତାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସବୁଜ ପନିପରିବା ଏବଂ ସନ୍ତୁଳିତ ଖାଦ୍ୟଶସ୍ୟ ପ୍ରଦର୍ଶନ କରାଯାଇଥିଲା । ଅଙ୍ଗନୱାଡି କର୍ମୀ ଓ
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କନ୍ଦେଇ ପଞ୍ଚାୟତ ଟିକ୍ରାପଡାର କଳାକାରମାନେ ବୃକ୍ଷ ରୋପଣ କରିଛନ୍ତି । ବିଜେଡି ପଞ୍ଚାୟତ ସଭାପତି ଯଦୁମଣି ପୁଟେଲଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ବିକାଶ କଳା ପରିଷଦର କର୍ମକର୍ତ୍ତା ସମେତ ଦୀଳସୁନ୍ଦର ପଟେଲ, ପୁରନ୍ଦର ପଟେଲ, ଶିଶୁ ବିକାଶ
Read More...

ବେଲପଡାରେ ଇଞ୍ଜିନିୟରିଂ ଦିବସ ପାଳିତ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଅଫିସ ପରିସରରେ ଗତକାଲି ଇଞ୍ଜିନିୟରିଂ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସହକାରୀ ଯନ୍ତ୍ରୀ ଚୂଡାମଣି ବାଗ୍‌, ଜେଇ ରବିନ୍ଦ୍ର ସାହୁ, ଅମିତା କୁମାରୀ ଜେନା, ରଘୁରାଜ ପ୍ରଧାନ, ପ୍ରଶାନ୍ତ ଘଡେଇ, ଜଗନ୍ନାଥ ନାୟକ, ବ୍ଲକ ଅଧ୍ୟକ୍ଷା ଟିନା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାଇକେଲ୍ ଆରୋହୀ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଛକ ଠାରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଶପେଡିଛି । ଏହି ଦୁର୍ଘଟଣାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ବଡଖଳି ଗ୍ରାମର ସୁମନ୍ତ
Read More...

ରାଇରଙ୍ଗପୁର ଅଁଳାଯୋଡ଼ି ଷ୍ଟେସନ ନିକଟରେ କାମ କରୁଥିବା ବେଳେ ଜଣେ ଶ୍ରମିକ ମୃତ, ୨ ଆହତ

ରାଇରଙ୍ଗପୁର : ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ଟାଟା ବଦାମପାହାଡ଼ ରେଳ ଲାଇନର ରାଇରଙ୍ଗପୁର ଅଁଳାଯୋଡ଼ି ଷ୍ଟେସନ ମଝିରେ କାମ ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ତିରିଂ ଥାନା ଝରାଡ଼ି
Read More...