ସ୍କୁଲ ପାଚେରୀ ଫାଟକ ଭାଙ୍ଗି ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ
ଗୁଣୁପୁର : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ବିଚିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସ୍କୁଲ ପାଚେରୀ ଫାଟକ ଭାଙ୍ଗି ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ଉପରେ ପଡ଼ିଯିବା ଫଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ହେଲେ ଆହୁତୀ ଶବର । ସୂଚନା!-->…
Read More...
Read More...