Yearly Archives

2022

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ୬ଟି ଜିଲ୍ଲାର ମିଶନ ଶକ୍ତି ମହିଳାମାନେ

ଆମେ ବି ପାରିବୁ : ମିଶନ ଶକ୍ତି ମହିଳାମାନେ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ । ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ । ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ
Read More...

ଗାନ୍ଧିଜୀ କ୍ଲବର ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଗାନ୍ଧୀନଗରସ୍ଥ ଗାନ୍ଧିଜୀ କ୍ଲବର ପୂର୍ବତନ ସଭାପତି ଶିବ ପ୍ରସାଦ ଦତ୍ତଙ୍କ ସଭାପତିତ୍ୱରେ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ସଭା ପ୍ରାରମ୍ଭରେ ପଣ୍ଡିତ ଟିକେଶ୍ୱର ଗୁରୁ ଏବଂ ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର କ୍ଲବର ଇତିହାସ ତଥା
Read More...

ବାଲି ବୋଝେଇ ୩ ଟ୍ରାକ୍ଟର ଜବତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ତହସିଲ ନୁନହାଡ଼ ଗାଁର ଲାନ୍ଥ ନଦୀରୁ ବେଆଇନ ଭାବେ ବାଲି ଚୋରା ଚଲାଣ ଅଭିଯୋଗରେ ୩ଟି ଟ୍ରାକ୍ଟର ଜବତ ହୋଇଛି । ସେମାନେ ବେଆଇନ ଭାବେ ବାଲି ଚୋରା ଚଲାଣ ସହ ସଠିକ୍‌ କାଗଜ ପତ୍ର ଦେଖାଇ ନପାରିବାରୁ ସେମାନଙ୍କ ବେଲପଡା ତହସିଲ
Read More...

ଅରୁଣା ତରଫରୁ ଫୋଷ୍ଟର କେୟାର ତାଲିମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସିଆରଏସ୍‌ ଅରୁଣା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ବଲାଙ୍ଗିରଠାରେ ଏକ ତାଲିମ ଶିଶୁମାନଙ୍କ ବୁଦ୍ଧିର ବିକାଶ କରିବାକୁ ପ୍ରଶୟ ଦେବା ବା ଯତ୍ନ ନେବା ଯଥା ଫୋଷ୍ଟର କେୟାର ଉପରେ ଏକ ତାଲିମ ଅନୁଷ୍ଠିତ ହୋଇଯାଇଛି ।
Read More...

ମହିଳା ଏସିଏସ୍‌ଓଙ୍କୁ ଯୌନ ନିର୍ଯ୍ୟାତନା ଘଟଣା : ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଆଦିବାସୀ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯୋଗାଣ ବିଭାଗରେ ମହିଳା ଏସିଏସ୍‌ଓ ପୁଷ୍ପା ଦାସଙ୍କୁ ମାନସିକ ଓ ଯୌନ ନିର୍ଯ୍ୟାତନା ଘଟଣାରେ ପ୍ରଶାସନିକ ଅବହେଳା ପ୍ରତିବାଦରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି । ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାମୁଖ୍ୟ ଯୋଗାଣ
Read More...

ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବିଦ୍ୟାଳୟ ଅଧ୍ୟକ୍ଷ ବିରଜା ପ୍ରସାଦ ଦଳପତି ସଭାପତିତ୍ୱ କରିଥିବା ବେଳେ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତ୍ରୟୋଦଶ ଦିବସ

ଏପିଜେ ଲୋଇସିଂହା ଓ ଏଏ ଅମାମୁଣ୍ଡା ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ଏପିଜେ ଲୋଇସିଂହା ୨-୧ ଗୋଲରେ ଜିୱାଇଡିସି ନକଟାସରକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅତିଥି
Read More...

ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରଗଡ଼
Read More...

ହନୁମାନପଡା ଛକଠାରୁ କଫ ସିରଫ ଜବତ : ୧ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ପୋଲିସ ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ସହର ହନୁମାନପଡା ଛକଠାରେ ଜଣେ କଫ ସିରଫ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ଠାରୁ ଗୋଟିଏ ଜାରରେ ୨୦ ଲିଟର ଅପମିଶ୍ରିତ ତରଳ ପଦାର୍ଥ, ୧୦ ବୋତଲ
Read More...

ଏସ୍‌ସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ବୋଧନ

ଦିଲ୍ଲୀ, (ପିଆଇବି) : ମହାମହିମ ଗଣ,ଚଳିତ ବର୍ଷର ଆହ୍ୱାନପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ କ୍ଷେତ୍ରୀୟ ବାତାବରଣରେ ଏସ୍‌ସିଓର ପ୍ରଭାବଶାଳୀ ନେତୃତ୍ୱ ନିମନ୍ତେ ମୁଁ ରାଷ୍ଟ୍ରପତି ମିରଜିୟୋଏଭ୍‌ଙ୍କୁ ହୃଦୟର ସହିତ ଶୁଭେଚ୍ଛା ପ୍ରଦାନ କରୁଛି ।ଆଜି ଯେତେବେଳେ ସମଗ୍ର ବିଶ୍ୱ ମହାମାରୀ ପରେ ଆର୍ଥିକ
Read More...