Yearly Archives

2022

ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ୧୨୦୦ରୁ ଅଧିକ ସମ୍ମାନଜନକ ତଥା ସ୍ମରଣୀୟ ସ୍ମୃତି…

ଇ-ନିଲାମ ୨ ଅକ୍ଟୋବର, ୨୦୨୨ ପର୍ଯ୍ୟନ୍ତ ଜାରି ରହିବନମାମୀ ଗଙ୍ଗେ କାର୍ଯ୍ୟ ପାଇଁ ପାଇଥିବା ସମସ୍ତ ଉପହାର ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ : ଜି.କେ ରେଡ୍ଡୀ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୩୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ ଜଣ
Read More...

ବିଦ୍ୟାଳୟର କାନ୍ଥ ପଡ଼ି ଛାତ୍ରୀ ମୃତ

ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତୀ ଶବର, ପିତା
Read More...

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ଆମ୍ବେଦକର ଆଣ୍ଡ ମୋଦୀ : ରିଫମର୍ସ ଆଇଡିଆଜ୍ ପରଫର୍ମର୍ସ…

ଡଃ ଆମ୍ବେଦକରଙ୍କ ଦର୍ଶନକୁ ହୃଦୟଙ୍ଗମ କରିବା ପାଇଁ ଏହି ପୁସ୍ତକ ହେଉଛି ଏକ ପ୍ରୟାସ : ଶ୍ରୀ ଅନୁରାଗ ଠାକୁର“ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ପ୍ରଦର୍ଶନ, ୨୦୮ କଲେଜ ଖୋଲା ଯାଇଛି, ସିଟ୍ / ଆସନ ସଂଖ୍ୟା ବୃଦ୍ଧି କରାଯାଇ ୧ ଲକ୍ଷରୁ ଅଧିକ କରା ଯାଇଛି ”“ସମାନତା, ମାନବିକ ଅଧିକାର ଏବଂ
Read More...

ବର୍ଜ୍ୟ ମୁକ୍ତ ସହରକୁ ସମର୍ଥନ ଦେବା ପାଇଁ ଲକ୍ଷ ଲକ୍ଷ ଯୁବକମାନଙ୍କ ସହିତ ଭାରତୀୟ ସ୍ୱଚ୍ଛତା ଲିଗରେ ସାମିଲ୍ ହେବେ ଅନେକ…

ସମୁଦ୍ର କୂଳ, ପାହାଡ଼ ତଥା ପର୍ଯ୍ୟଟନ ସ୍ଥଳକୁ ପରିଷ୍କାର କରିବା ପାଇଁ ଭାରତର ପ୍ରଥମ ଯୁବ ନେତୃତ୍ୱ ପରିଚାଳିତ ଇଣ୍ଟର ସିଟି ପ୍ରତିଯୋଗୀତାରେ ସାମିଲ୍ ହେବେ ଶଙ୍କର ମହାଦେବନ, ଭେଙ୍କଟେସ ଆୟର, ବି ପ୍ରାକ୍, ଜୀବ ମିଲ୍ଖା ସିଂହ, କିରଣ ଖେର ନୂଆଦିଲ୍ଲୀ, (ପିଆଇବି) : ଆରା ୟୋଧାସ୍, ବନାରସି
Read More...

ବିଶ୍ୱ ଓଜୋନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଅମରାବତୀ ଓ ଜୁନିଅର ରେଡକ୍ରସ୍‌ ଆନୁକୂଲ୍ୟରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ରଙ୍କ ମାର୍ଗଦର୍ଶନ ଓ
Read More...

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ନୂଆପଡା, (ନିରାକାର ମେହେର) : ନୂଆପଡାକୁ ଦିନିକିଆ ଗସ୍ତରେ ଆସିଛନ୍ତି ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଏଠାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଥିଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସର୍ବ ପ୍ରଥମେ ମହିଳା ଏସ୍‌ଏଚ୍‌ଜି ଗୃପର ସଦସ୍ୟାଙ୍କ ସହ
Read More...

ପଦ୍ମପୁର ବ୍ଲକରେ ନିଯୁକ୍ତି ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ପରିସରରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ନିଯୁକ୍ତି ମେଳା ଆଜି ଆୟୋଜିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ସାହୁ ଅତିଥି ଭାବେ ଯୋଗଦେଇ
Read More...

ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଓଜୋନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର
Read More...

ଜିଲ୍ଲା କ୍ରୀଡା ସଂସଦର ଭଲିବଲ ସଂପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଭ୍ୟ ଓ ଭଲିବଲ ସଂପାଦକ ତଥା ଅବସରପ୍ରାପ୍ତ ଲୋଇସିଂହା ବ୍ଲକ ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ଆଜି ସକାଳ ଘ.୯.୩୦ମି.ରେ ଟିକ୍ରାପଡା ସ୍ଥିତ ତାଙ୍କ ବାସଭବନ ଠାରେ ଅକାଳ ବିୟୋଗ ଘଟିଯାଇଛି । ଜଣେ
Read More...