Yearly Archives

2022

ଆର୍ଯ୍ୟନ ଇସ୍ପାତ୍‌ ହଷ୍ଟେଲ୍‌ ଛାତ ଉପରୁ ପଡି ଠିକା କର୍ମଚାରୀ ମୃତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଫୁଲଚାଙ୍ଗେର୍‌ଠାରେ ଥିବା ଆର୍ଯ୍ୟନ ଇସ୍ପାତ୍‌ କାରଖାନାର ହଷ୍ଟେଲର ଚାରି ମହଲା କୋଠା ଉପରୁ ପଡି ଜନୈକ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି । ମୃତ ଠିକା କର୍ମଚାରୀ ମୁକେଶ ଷଣ୍ଢ(୨୩) ସୁନ୍ଦରଗଡ ଜିଲ୍ଲା କୁତ୍ରାର
Read More...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର : ଏକବିଂଶ ଶତାବ୍ଦୀରେ ବି ମହାତ୍ମା ଗାନ୍ଧୀ ଅଧିକ ପ୍ରାସଙ୍ଗିକ ହୋଇପାରିଛନ୍ତି । ଯେହେତୁ ବିଶ୍ୱ ଆତଙ୍କବାଦର ଆହ୍ୱାନର ସମ୍ମୁଖୀନ ହେଉଅଛି, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସବୁଠୁ ଅଧିକ ପ୍ରଯୁଜ୍ୟ ଏବଂ ଏହାର ମୁକାବିଲା ପାଇଁ ଗାନ୍ଧୀ ଉପାୟ ଏକ ପ୍ରକୃତ ବିକଳ୍ପ ବୋଲି ରେଭେନ୍ସା
Read More...

ରାଜ୍ୟ ମହିଳା ବିଜେଡି ଉପସଭାପତିଙ୍କୁ ସମ୍ବର୍ଦ୍ଧନା

ଆଠଗଡ଼ : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ରାଜ୍ୟ ମହିଳା ବିଜେଡିର ପୁନର୍ଗଠନ କରିଥିବା ବେଳେ ଏଥିରେ ସ୍ଥାନ ପାଇଥିବା ଆଠଗଡ଼ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ସୁବର୍ଣ୍ଣମଞ୍ଜରୀ ଭଞ୍ଜଙ୍କୁ ୭ନଂ ୱାର୍ଡ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
Read More...

ବ୍ଲକସ୍ତରୀୟ ବିଜ୍ଞାନଭିତ୍ତିକ ଆଲୋଚନାଚକ୍ର ଅନୁଷ୍ଠିତ

ଲାଞ୍ଜିଗଡ଼ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନଭିତ୍ତିକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ବ୍ଲକସ୍ତରୀୟ ଏଇ କାର୍ଯ୍ୟକ୍ରମରେ ସଂପୋଷଣୀୟ ବିକାଶ ପାଇଁ ବିଜ୍ଞାନ, ଏହାର ଆହ୍ୱନ ଓ
Read More...

୭୪ ବର୍ଷରେ ପଦାର୍ପଣ କଲେ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ

• ଜିଲ୍ଲାପାଳ, ବିଧାୟକଙ୍କୁ ସଭାରେ ମିଷ୍ଟାନ୍ନ କେକ୍ ଖୁଆଇ ଜନ୍ମଦିନ ମନାଇଲେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସ୍କା ସାଂସଦ ପ୍ରମିଳା ବିଷୋୟୀ ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ଜଣେ କର୍ମଠ ସୁଗୃହିଣୀ, ନିଜ ଅଞ୍ଚଳରେ ପ୍ରାୟ ୭ଶହ ମହିଳା ଏସଏଚଜି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୭ ମୃତ, ୧୮ରୁ ଅଧିକ ଆହତ

ଝାରସୁଗୁଡ଼ା : ଝାରସୁଗୁଡ଼ା ସହରାଞ୍ଚଳରେ ଭୂଷଣ କମ୍ପାନୀ (ଜେଏସଡବ୍ଲୁ)ର ଏକ ବସ୍‌କୁ ଭାରିଯାନ ଧକ୍କା ଦେବା ଫଳରେ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଜଣ ଆହତ ହୋଇଛନ୍ତି । ଶ୍ରମିକ ମାନେ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଏକ ଭାରିଯାନ ଧକ୍କା ଦେଇଥିଲା । ମୃତକ ମାନେ ହେଲେ
Read More...

ନୀଳଗିରିରେ ଅହିଂସା ରଥକୁ ସ୍ୱାଗତ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୀଳଗିରିରେ ଅହିଂସା ରଥକୁ ସ୍ୱାଗତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଷଡଙ୍ଗୀ ଯୋଗ ଦେଇଥିଲେ । ପାରମ୍ପରିକ ବାଦ୍ୟଯନ୍ତ୍ରରେ ସାଂସ୍କୃତିକ ଦଳ ରଥକୁ ସ୍ବାଗତ କରିଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ପରିବେଶକୁ ଅଧିକ ଉତ୍ସବ
Read More...

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ପୁରାଣ ମତରେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି
Read More...

ଶିମୁଳିଆ ବ୍ଲକରେ ଅହିଂସା ରଥର ସ୍ୱାଗତ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ଶିମୁଳିଆ ବ୍ଲକରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଶିମୁଳିଆ ବିଧାୟକଙ୍କ ସମେତ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ରଥକୁ ସ୍ୱାଗତ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନେଇ
Read More...

ଅକ୍ଟୋବର ୧ରୁ ଆରମ୍ଭ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଯାଞ୍ଚ ପ୍ରକ୍ରିୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅପରାଧ ତଥା ଗାଡ଼ି ଚୋରି ରୋକିବା ଲାଗି କେନ୍ଦ୍ର ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବ୍ୟବହାରକୁ ଗୁରୁତ୍ୱ ଦେଇଥିଲେ । ଏ ଦିଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ । ୨୦୧୯ ପରଠାରୁ
Read More...