Yearly Archives

2022

ଖପ୍ରାଖୋଲରେ କୃଷି ବିଭାଗ ତରଫରୁ କୃଷକ ସଚେତନତା ରଥର ଶୁଭାରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୃଷକ ସଚେତନତା ରଥର ଶୁଭାରମ୍ଭ ବିଏଓ ଡମ୍ବରୁଧର ମେହେର ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ । ସଚେତନା ରଥ ଗାଁ ଗାଁ ଯାଇ ଲୋକଙ୍କୁ ଓଡ଼ିଶା କୃଷକ ପୋର୍ଟାଲରେ ଚାଷୀ ପଞ୍ଜିକରଣ ଉପରେ ଚାଷୀଙ୍କୁ
Read More...

ଦୁର୍ଘଟଣା ପ୍ରବଣ ସ୍ଥାନରେ ପୁଣି ଦୁର୍ଘଟଣା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟି ବହୁ ଧନଜୀବନର କ୍ଷୟକ୍ଷତି ଘଟୁଛି । ଆଜି ଦିନ ୧୦ଘଣ୍ଟା ସମୟରେ ତୁରେକେଲା କଣ୍ଟାବାଞ୍ଜି ରାସ୍ତାରେ ଥିବା ତାରିଣୀ ମନ୍ଦିର ପାଖରେ ଏକ ବାଇକ
Read More...

ମୋଦୀଙ୍କ ଜନ୍ମ ଦିବସ ଅବସରରେ ଦିବ୍ୟାଙ୍ଗ ଲୋକଙ୍କୁ ସେବା ସହାୟତା ପ୍ରଦାନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଦିବ୍ୟାଙ୍ଗ ମାନଙ୍କ ମୁହଁରେ ଫୁଟିଲା ହସ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଆବଶକୀୟ ଉପକରଣ ବଣ୍ଟନ କରିଛନ୍ତି ।
Read More...

୫୯ ନଂ ଏନ୍‌ଏଚ୍‌ ମୋହରା ଛକ ଠାରୁ ମାଲପଡା ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣ ପାଇଁ ଏସ୍‌ଡିଓଙ୍କୁ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ମୋହରା ଛକଠାରୁ କପିଲାଭଟା ଭାୟା ମାଲପଡା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରିବା ପାଇଁ ଆଜି କଣ୍ଟାବାଞ୍ଜି ସ୍ଥିତ ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ
Read More...

ମେଧାବୀ ଛାତ୍ରକୁ ପାଠପଢ଼ାରେ ସହଯୋଗ କଲେ ବିଜେପି ଯୁବନେତା

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପି ଯୁବନେତା ନବକିଶୋର ପାଣିଗ୍ରାହୀ ଜଣେ ମେଧାବୀ ଛାତ୍ରକୁ ପାଠପଢ଼ାରେ ସହଯୋଗର ହାତ ବଢାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଯୁବନେତା ନବକିଶୋର ପାଣିଗ୍ରାହୀ ବର୍ତ୍ତମାନ ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଦାୟିତ୍ୱରେ ଅଛନ୍ତି । ଏହା
Read More...

ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ୧ ଗୁରୁତର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ମୁଖ୍ୟ ରାସ୍ତା କେଭି ଡିଗ୍ରୀ କଲେଜ ନିକଟରେ ବୁଧବାର ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ସଦାନନ୍ଦ ବେହେରା(୪୦) ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ୭ଟା ସମୟରେ କଣ୍ଟାବାଞ୍ଜିରୁ ଧାମନଡଙ୍ଗାକୁ
Read More...

ରାସ୍ତା କଡରେ ଶୋଇଥିବା ବେଳେ ମାଡିଗଲା ଟ୍ରକ : ୪ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ଶାହଦରାଠାରେ ରୋଡ୍‌ ଡିଭାଇଡର ଉପରେ ଶୋଇଥିବା ୬ ଜଣଙ୍କ ଉପରେ ଏକ ଟ୍ରକ୍‌ ମାଡିଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ ସହ ଫେରାର ହୋଇଯାଇଛି । ଡ୍ରାଇଭରକୁ ଧରିବା ପାଇଁ ପୁଲିସ ଟିମ୍‌ ନିୟୋଜିତ କରାଯାଇଛି
Read More...

ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲେ ପରୋପକାରୀ ନିଳାଞ୍ଚଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁଗ ପରିବର୍ତ୍ତନ ସହିତ ଲୋକଙ୍କ ମାନସିକତାରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆ ଯୁଗରେ କିଛି ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ବେଳେ ଆଉ କିଛି ଯୁବପିଢ଼ି ସମାଜସେବା ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ନିକଟ ଅତୀତରେ
Read More...

ସେପ୍ଟମ୍ବର ୨୭ରୁ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆସନ୍ତା ସେପ୍ଟମ୍ବର ୨୭ ତାରିଖରୁ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣାଙ୍ଗ ବେଞ୍ଚ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ‘ବାର
Read More...

ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ତଥା ଶିକ୍ଷକ ନେତା ଆଦିକନ୍ଦ ସେଠୀଙ୍କ ନିଜସ୍ୱ ବାସଭବନ ରମ୍ଭାଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ଗୁରୁବାର ପ୍ରତ୍ୟୁଷରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଅଧିକ
Read More...