୧୭୨୫ କୋଟି ମୂଲ୍ୟର ହିରୋଇନ ଜବତ
ମୁମ୍ବାଇ : ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ମୁମ୍ବାଇ ପୋର୍ଟରୁ ୩୫୦ କେଜି ଓଜନର ହିରୋଇନ୍ ଜବତ କରିଛି । ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାଇ ଆନ୍ତଜାର୍ତୟ ବଜାରରେ ଏହାର ମୂଲ୍ୟ ୧୭୨୫ କୋଟି ଟଙ୍କା ହେବ । ଏକ ବିଶାଳ ବକ୍ସରୁ ଏହି ହେରୋଇନ୍ ମିଳିଛି । ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ!-->…
Read More...
Read More...