Yearly Archives

2022

ଗଜପତି ଜିଲ୍ଲାରେ ପରିକ୍ରମା ଆରମ୍ଭ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଜପତି ଜିଲ୍ଲାରେ ପରିକ୍ରମା ଆରମ୍ଭ କରିଛି ଅହିଂସା ରଥ । କାଶିନଗର ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଗୁଡ଼ିକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପାରମ୍ପରିକ ବେଶଭୂଷାରେ ସଜ୍ଜିତ ଛାତ୍ରଛାତ୍ରୀମାନେ ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
Read More...

ଐତିହାସିକ ପାରଳାଖେମୁଣ୍ଡି ସହରରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଐତିହାସିକ ପାରଳାଖେମୁଣ୍ଡି ସହରରେ ଗତକାଲି ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମର ସାକ୍ଷ୍ୟ ବହନ କରିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ, ଆଶା, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସମେତ ଜନସାଧାରଣ । ବନ୍ଦେ ମାତରଂ ଓ ଭାରତ ମାତାକୀ ଜୟ
Read More...

ମଣ୍ଡଳସ୍ତରୀୟ ବିଜ୍ଞାନ ପାଠ୍ୟ ଆଲୋଚନାଚକ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୀବନୀ ଉପରେ ଆଧାରିତ ବିତର୍କ ଓ ପ୍ରବନ୍ଧ ଲିଖନ -୨୦୨୨ ପ୍ରତିଯୋଗିତା ନେଇ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ବୁଧବାର ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୩୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮ ଜଣ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୁଧବାର ଛାତ୍ରମାନଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସରରେ ଥିବା ଘାସ, ଲଟା, ଅନାବନା ଗଛପତ୍ର ଆଦି ଉପାଡ଼ି ବିଭିନ୍ନ
Read More...

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୂର ପଞ୍ଚାୟତ ଯୋରକଣି ଗ୍ରାମର ମିଟୁ ପ୍ରଧାନ ଓ ଟିକନ ପ୍ରଧାନଙ୍କ ଦୁଇ ବଖରା ଚାଳଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର ସକାଳ ୮.୩୦ରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ
Read More...

ଅବକାରୀ ବିଭାଗ ଦ୍ୱାରା ୩୦୦ କ୍ୱିଣ୍ଟାଲ ମହୁଲ ସହ ଟ୍ରକ ଜବତ : ୧ ଗିରଫ

ନୂଆପଡା, (ନିରାକାର ମେହେର) : ଅବକାରୀ ବିଭାଗ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଟାନୱାଟ ଛକ ଠାରେ ଏକ ମହୁଲ ବୋଝେଇ ଟ୍ରକ (ସିଜି ୦୪ ଏଚଜେଡି ୧୧୭୬)ଟିକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ନୂଆପଡା ଅବକାରୀ ବିଭାଗ, ସୂଚନା ଅନୁସାରେ କଣ୍ଟାବାଞ୍ଜିରୁ ୩୦୦ କ୍ୱିଣ୍ଟାଲ ମହୁଲ ଲୋଡ କରି ରାୟପୁର
Read More...

ରୋଟାରୀଆନ ଆଲେକଜାଣ୍ଡାର ଡିସୌଜାଙ୍କୁ ଶିକ୍ଷାବିତ୍ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଇଣ୍ଡିଆ ସାକ୍ଷରତା ମିଶନରେ ନ୍ୟାସନାଲ ବିଲଡର ଆୱର୍ଡ ଦେବାର ବ୍ୟବସ୍ଥା ଅଛି । ଏଥିପାଇଁ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଶିକ୍ଷାବିତ୍‌ ରୋଟାରୀଆନ ଆଲେକଜାଣ୍ଡାର ଡିସୌଜାଙ୍କୁ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଛି । ରାଉରକେଲା କ୍ଲବ ଠାରେ
Read More...

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଥୁଆମୂଳ ରାମପୁରର ୬ ଅସହାୟ ଶିଶୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଡ଼ୁମେରପଦର ଗାଁରେ ରୁହନ୍ତି ପୁସ୍ତାଙ୍କ ସହ ତାଙ୍କର ୬ ଶିଶୁ ଓ ବୃଦ୍ଧ ଶାଶୁ ଶଶୁର । ପୁସ୍ତାଙ୍କ ସ୍ୱାମୀ ଗୁପ୍ତେଶ୍ୱରଙ୍କ ଦେହାନ୍ତ ପରେ ପରିବାରର ସମସ୍ତ ବୋଝ ପୁସ୍ତାଙ୍କ ଉପରେ ନିର୍ଭର । ସେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି । ଗତ
Read More...

ଲକ୍ଷାଧିକ ଟଙ୍କା ସହିତ ୨୯୭ ଗ୍ରାମ ବ୍ରାଉନ ସୁଗର ଜବତ : ଅଭିଯୁକ୍ତ ଗିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ନିଶା କାରବାର ବଢି ଚାଲିଛି । ଚୋରାମଦ, କଫ ସିରଫ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲ୍ଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି । ଗତ ଦିନରେ ଅତାବିରା ପୋଲିସ ବ୍ରାଉନ ସୁଗର ବେପାରୀକୁ ଧରିଥିବା ବେଳେ ଆଜି ଜିଲ୍ଲା
Read More...