Yearly Archives

2022

ପାଟଣାଗଡ ବ୍ଲକ ସ୍ଥିତ ରହେନ୍‌ମାଲ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

ପାଟଣାଗଡ, (କେପିଏନ୍‌ଏସ୍‌) : ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ । ପୁସ୍ତକ ହିଁ ଜ୍ଞାନର ବିକାଶ କରେ । ପୁସ୍ତକ ହିଁ ଛାତ୍ର ଛାତୀମାନଙ୍କର ଚରିତ୍ର ଗଠନରେ ସହାୟକ ହୁଏ । ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟ ଅବସରରେ ମତ ପ୍ରକାଶ ପାଇଛି । ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ଟାଇକାଣ୍ଡୋ ଏସୋସିଏସନର ଅଷ୍ଟମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଭଟଲି ଛକ ସ୍ଥିତ ଜୟସିଂ ମଣ୍ଡପ ଠାରେ ବରଗଡ଼ ଟାଏକୋଣ୍ଡୋ ଏସୋସିଏସନ ତରଫରୁ ଦୁଇ ଦିବସିୟ ୮ତମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଏସୋସିଏସନର ଜିଲ୍ଲା ସଭାପତି ନବକିଶୋର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଉଦ୍‌ଘାଟନୀ
Read More...

ଗଞ୍ଜାମ ପୋଲିସ ପ୍ରଶାସନକୁ ନାଲକୋ ପକ୍ଷରୁ ଦଶହରା ଉପହାର ସ୍ୱରୂପ ଏକ ପିସିଆର ଭ୍ୟାନ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ପବିତ୍ର ମହାଳୟା ଅବସରରେ ଶକ୍ତି ପ୍ରଦାୟିନୀ ମା' ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ପୋଲିସ ପ୍ରଶାସନକୁ ଅଧିକ ଶକ୍ତିଶାଳୀ କରିବା, ମାନବ ସମାଜ କଲ୍ୟାଣ ଦିଗରେ ସାମାଜିକ ସୁରକ୍ଷାକୁ ଗୁରୁତ୍ୱାରୋପ କରି ଗଞ୍ଜାମ
Read More...

ରାଜ ଜାଲଙ୍କ ପାଇଁ ସହଯୋଗର ହାତ ବଢାଇଲେ ପୌର ପରିଷଦର ପୌରାଧ୍ୟକ୍ଷାଙ୍କ ସମେତ କାଉନ୍‌ସିଲର ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଠିକାଦାରପଡାର ରାଜ ଜାଲ (୨୫) ଯିଏ କି କରୋନା ମହାମାରୀ ସମୟରେ ଅନ୍ୟମାନଙ୍କ ପାଇଁ ଦେବଦୂତ ସାଜି ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଥିଲେ । ଆଜି ସେ କ୍ୟାନସର୍‌ରେ ଆକ୍ରାନ୍ତ ହୋଇ କଟକ ମେଡିକାଲ୍‌ରେ ଚିକିତ୍ସାଧୀନ । ତାଙ୍କ
Read More...

ପାଟଣାଗଡ଼ ଗଡଜାତର ଐତିହାସିକ ପ୍ରସିଦ୍ଧ ଦଶହରା ପର୍ବ : ଆଜି ମା’ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ

ପାଟଣାଗଡ, (ଗୋରେଖନାଥ ବରିହା) : ଐତିହ୍ୟ ଗଡଜାତ୍ୟ ପାଟଣାଗଡ଼ର ଦଶହରା ପୂର୍ବ ଏକ ନିଆରା ପରମ୍ପରା ଏବଂ ଦୈବଶକ୍ତି ସମ୍ପର୍ଣ୍ଣ ଐତିହାସିକ ପ୍ରସିଦ୍ଧ ବଏଲଯାତ୍ରା ଭାବେ ପ୍ରାୟ ଦୀର୍ଘ ବର୍ଷ ଧରି ରାଜା ରାଜୁଡା ଅମଳରୁ ନୀତିକାନ୍ତି ପରମ୍ପରା ଅନୁଯାୟୀ ପାଳିତ ହୋଇଆସିଛି । ଆଶ୍ଵିନ ତା ୧୭/୯
Read More...

ଶୁରୁ ମିତ୍ର ଚେରିଟେବୁଲ ଫାଉଣ୍ଡେସନ୍‌ ପକ୍ଷରୁ ହସ୍‌ପିଟାଲ ପରିସରରେ ରନ୍ଧାଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁରୁ ମିତ୍ର ଚେରିଟେବୁଲ ଫାଉଣ୍ଡେସନ୍‌ ‘ମିତ୍ର ରୋଟି ବ୍ୟାଙ୍କ’ ପକ୍ଷରୁ ଆଜି ମଧ୍ୟାହ୍ନରେ ରୋଗୀମାନଙ୍କ ପରିଜନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ
Read More...

ନୂଆଦିଲ୍ଲୀ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ନୂଆଦିଲ୍ଲୀର ତ୍ୟାଗରାଜ ନଗରର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱଚ୍ଛତା ତଥା ଜନସଚେତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ
Read More...

ଗଡୁଛି ମୁଣ୍ଡ, ବୁଲୁଛି ଖଣ୍ଡା ତରୱାଲ, ଲୁଟ୍‌ତରାଜରେ କମ୍ପୁଛି ସହର : ବିଶୃଙ୍ଖଳା ବଳୟରେ ଏବେ ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଡୁଛି ମୁଣ୍ଡ । ବୁଲୁଛି ଖଣ୍ଡା ତରୱାଲ ଓ ନାନାଦି ମାରଣାସ୍ତ୍ର । ଲୁଟ୍‌ତରାଜ ଚୋରି ଡକାୟତିରେ କମ୍ପୁଛି ସହର, ଏବେ ବିଶୃଙ୍ଖଳା ବଳୟରେ ବଲାଙ୍ଗିର ସହର । ପୁଲିସ ପ୍ରଶାସନର ତନାଘନା ଉଦ୍ୟମ ସତ୍ୱେ ଥମୁନି ଅପରାଧ । ଅପରାଧୀଙ୍କ ଚରାଭୂମି ପାଲଟିଛି ସହର ।
Read More...

ଭାରତରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିହାସଲ

ନିରବଚ୍ଛିନ୍ନ ଭାବେ ହ୍ରାସ ଘଟିଚାଲିବା ପରେ ଶିଶୁ ମୃତ୍ୟୁ ହାର (ଆଇଏମଆର), ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମୃତ୍ୟୁ ହାର (ୟୁ୫ଏମଆର) ଏବଂ ନବଜାତ ମୃତ୍ୟୁ ହାର (ଏନଏମଆର)ରେ ଆହୁରି ହ୍ରାସ ଘଟିଛିକେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ, ମଜଭୁତ କେନ୍ଦ୍ର-ରାଜ୍ୟ ସହଭାଗୀତା ଏବଂ ସ୍ୱାସ୍ଥ୍ୟ
Read More...

ଭଞ୍ଜବିହାର କ୍ୟାମ୍ପସରେ ବାଘ ବୁଲୁଥିବା ବିଷୟ ଏବେ ବେଶ ଚର୍ଚ୍ଚା ହେଉଛି : ବନ ବିଭାଗ ସକ୍ରିୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସର ଭଞ୍ଜବିହାର କ୍ୟାମ୍ପସରେ କିଛିଦିନ ହେଲା ବାଘ ବୁଲୁଥିବା ବିଷୟ ଏବେ ଚର୍ଚ୍ଚା ହେଉଛି । ଅନ୍ତର୍ବାଟିଆ ଅଞ୍ଚଳରେ ବାଘ ବୁଲୁଥିବା କୁହାଯାଉଛି । ଏହି ଖବର ମିଳିବା ପରେ ବନ ବିଭାଗ ପେଟ୍ରୋଲିଂ ଆରମ୍ଭ କରିଛି । ଏହା
Read More...