Yearly Archives

2022

ଆସନ୍ତା କାଲି ଜିଲ୍ଲାର ୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ସୋନପୁର ବ୍ଲକ ଅଂଚଳର ୦୧ଟି କେନ୍ଦ୍ରରେ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ଜିଲ୍ଲାର ୧୨ରୁ ୧୪ ବର୍ଷ ପର୍ଯ୍ୟନ୍ତ ସୋନପୁର ବ୍ଲକ ଅଂଚଳର ହିତାଧିକାରୀଙ୍କୁ (ଅଫଲାଇନ
Read More...

ନିଷ୍ଠା ପରିବାର ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁରର ମିଳିତ ପ୍ରୟାସରେ ଚତୁର୍ଥ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁରୁଆଁଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ କୁରୁଆଁ
Read More...

ପାଇକମାଲ ନବରାତ୍ର ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା କାଲି ସୋମବାର ତା.୨୬ରୁ ତା. ୬ ଅକ୍ଟୋବର ପର୍ଯ୍ୟନ୍ତ ପାଇକମାଲ ଦୁର୍ଗା ମଣ୍ଡପ ଠାରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପାଳିତ ହେବ । ଚଳିତ ବର୍ଷ ଏହି ଦୁର୍ଗାପୂଜା ୧୭ ବର୍ଷରେ ପଦାର୍ପଣ କରୁଛି । ନବରାତ୍ର ଦୁର୍ଗାପୂଜା ଗତ ଦୁଇ ବର୍ଷ ପୂଜାବିଧି
Read More...

କ୍ଷୀରାପାଲିରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ପଂଚାୟତ ଅଧିନ କ୍ଷୀରାପାଲି ରାଧାକୃଷ୍ଣ ମନ୍ଦିର ଠାରେ ବ୍ଲକସ୍ତରୀୟ ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝିଲିମିଣ୍ଡା ପଂଚାୟତ ଯାଦବ ସମାଜ ତରଫରୁ ଅନୁଷ୍ଠିତ ଏହି ନୂଆଁଖାଇ
Read More...

କ୍ରୀଡାବିତ୍‌ ପ୍ରଦ୍ୟୁମ୍ନ ମିଶ୍ରଙ୍କୁ ଡିଏଏର ଅଶୃଳ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସଂସଦର ଭଲିବଲ ସଂପାଦକ ସ୍ୱର୍ଗତ ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କୁ ଏକ ଶୋକ ସଭାରେ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱ ଓ ଡ.
Read More...

କାଲିଝରନରେ ‘ଖଦ୍ୟୋତ’ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ 'ଖଦ୍ୟୋତ' ପକ୍ଷରୁ ପୁଇଁତଳା ଥାନା ଅନ୍ତର୍ଗତ ଆଠଗାଁ ପଞ୍ଚାୟତର କାଲିଝରନ ଗାଁରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର
Read More...

ସଂସ୍କୃତି ପ୍ରଚାରକ ସମ୍ମାନରେ ବିନୋଦ କୁମାର କାଲସାଏଙ୍କୁ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ସମଲେଇ ସେନା ପଶ୍ଚିମ ଓଡିଶା ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ କଳା ଓ ସଂସ୍କୃତି ସମ୍ମାନ ‘ସଂସ୍କୃତି ପ୍ରଚାରକ’ ସମ୍ମାମରେ ବିନୋଦ କୁମାର କାଲସାଏଙ୍କୁ ସମ୍ମାନିତ କରାଯାଇଥିଲା । ପଶ୍ଚିମ ଓଡିଶାର ସିଘା ତିହାର
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍” ର ଓଡ଼ିଆ ଭାଷାନ୍ତର

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର !ବିଗତ ଦିନରେ ଯେଉଁ କଥା ଆମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଲା ଚିତା । ଚିତା ଉପରେ କଥା ହେବା ପାଇଁ ବହୁତ ଗୁଡ଼ିଏ ଆସିଛି । ଉତ୍ତରପ୍ରଦେଶର ଅରୁଣ କୁମାର ଗୁପ୍ତା ହୁଅନ୍ତୁ କି ତେଲଙ୍ଗାନାର ଏନ୍.ରାମଚନ୍ଦ୍ରନ
Read More...

ଦୟା ସାହିତ୍ୟ ସଂସଦର ମାସିକ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଳ୍ଲୀପ କୁମାର ଧାଉଡିଆ) : ଆଜି କଣାସ ବ୍ଲକ ସିରେଇ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଦୟା ସାହିତ୍ୟ ସଂସଦର କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ପ୍ରତିଭା ବିଭୂତି ଭୂଷଣ ପଟ୍ଟନାୟକ ସଭାପତିତ୍ୱ
Read More...

ବିଶ୍ୱ ଫର୍ମାସୀ ଦିବସ ଅବସରରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ମନ ଓ ବିଚାର ସୃଷ୍ଟି କରିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ରୋଗ ଗୁଡିକର ଚିହ୍ନଟ ଓ ନିରାକରଣ ନିତାନ୍ତ ଆବଶ୍ୟକ ଅଟେ । ସେଥିପାଇଁ ଆଜି ବିଶ୍ୱ ଫର୍ମାସୀ ଦିବସ ଅବସରରେ ସ୍ଥାନୀୟ ହାଟପଦାପଡ଼ା ସ୍ଥିତ
Read More...