Yearly Archives

2022

ସାନଖେମୁଣ୍ଡି ଗ୍ରାମୀଣ ଦିନ ମଜୁରିଆ ପରିବାର ସାଜିଲେ ଏକ ଅନ୍ୟତମ ଉଦାହରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ଶ୍ରମିକଙ୍କ ବିୟୋଗ ପରେ ପରିବାର ଲୋକଙ୍କ ତରଫରୁ ମୃତ ବ୍ୟକ୍ତିଙ୍କ ମହତ ଅଙ୍ଗ ଚକ୍ଷୁ ଦାନ କରାଗଲା । ସୂଚନା ଅନୁସାରେ, ସାନଖେମୁଣ୍ଡି ବ୍ଲକ ଉସ୍ତା ଜଗନ୍ନାଥପୁର ଗ୍ରାମର ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ କୁମାରୀ ଜେନା ଭୁବନେଶ୍ୱରରେ ଦିନ
Read More...

ମୃତ ପ୍ରବାସୀ ଶ୍ରମିକ କେ. ସୀମା ରେଡିଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବାଲିବଗଡ ଗ୍ରାମର କେ. ସୀମା ରେଡି ଦୀର୍ଘ ବର୍ଷ ଧରି ସୁରତ ସହରରେ ରହି ସୁତାକଳରେ କାମ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ । ତେବେ ଗତ ୧୫.୦୯.୨୦୨୨ ଦିନ ବଜାରରୁ ଫେରୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା,
Read More...

ଗାନ୍ଧୀନଗରପଡା ମା’ ଦୁର୍ଗାଙ୍କ ଆଳତୀରେ ଯୋଗ ଦେଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗରପଡା ଠାରେ ମହାସମାରେହାରେ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ପାଳିତ ହୋଇଯାଇଥିବା ବେଳେ ଆଜିର ଆଳତୀରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ମା’ଙ୍କୁ ଆଳତୀ ଦେଇଥିଲେ । ପରେ ଉପସ୍ଥିତ
Read More...

ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବଲାଙ୍ଗିରରେ ବିଶ୍ୱ ଜଳାତଙ୍କ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ଜଳାତଙ୍କ ଦିବସ ୨୮ ସେପ୍ଟେମ୍ବର ୨୦୨୨ ଅବସରରେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବଲାଙ୍ଗିର ଠାରେ ଏକ ମାଗଣା ଜଳାତଙ୍କ ପ୍ରତିଷେଧକ ଟୀକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର
Read More...

ମାଟିଆଭଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ : ଏମଜିଏନଆରଇଜିଏସ କାର୍ଯ୍ୟରେ ଅର୍ଥ…

ପାଟଣାଗଡ, (ଗୋରେଖନାଥ ବରିହା) : ଏମଜିଏନଆରଇଜିଏସ କାର୍ଯ୍ୟରେ ଅର୍ଥ ଅନିୟମିତତା ଅଭିଯୋଗ ନେଇ ମାଟିଆଭଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ । ଅଭିଯୋଗ ଅନୁଯାୟୀ, ମାଟିଆଭଟା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଆରଏସ ସୁଧର୍ମା ବେହେରା
Read More...

ଚାଲିଗଲେ ସମାଜସେବିକା ପ୍ରିୟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ଜଣାଶୁଣା ସମାଜ ସେବିକା ପୂଜା ପ୍ରିୟଙ୍କା ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା ଭଳି ଏକ ଦୁଃଖଦ ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ କୌଣସି କାରଣରୁ ସେ ଆତ୍ମହତ୍ୟା କରିଥିବା ବେଳେ ଆଜି ତାଙ୍କ ଶବ ଦାହ କରାଯାଇଥିବା ଜଣାପଡିଛି ।
Read More...

ବେଆଇନ ବାଲି ଚାଲାଣ : ଟ୍ରାକ୍ଟରକୁ ୨୦ ହଜାର ଟଙ୍କା ଜୋରିମାନା

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଉନ୍ଦେର ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟରରୁୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସିନ୍ଧେକେଲା ଆର୍‌ଆଇ ଦୁର୍ଲ୍ଲଭ ନାଏକ ଓ ଚେନମ୍ୟାନ ଜନ ଭୋଇ ଚଢାଉ କରି ଦୁଇ ଟ୍ରାକ୍ଟର (ଓଡି ୦୩ ଏସ
Read More...

ବଲାଙ୍ଗିର ପୌରସଂସ୍ଥା ମହିଳା କର୍ମଚାରୀ ଅଷ୍ଟମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରସଂସ୍ଥା ମହିଳା କର୍ମଚାରୀ ଅଷ୍ଟମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ବଲାଙ୍ଗିର ସହର ବେହେରାପାଲିର ବାଲି ତାଣ୍ଡି ଓରଫ୍‌ ଗୁଲ୍‌ଠୁ ବୋଲି ଜଣାପଡିଛି । ଗିରଫ ଗୁଲଠୁକୁ ଧରୁ ସନ୍‌ରିକ୍ରିଏସନ୍‌ କରିଛି
Read More...

ବାଇକ୍‌ ଦୁର୍ଘଟଣାଗ୍ରସ୍ତ : ୧ ଗୁରୁତର

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତାର କୁର୍ଲି ଗାଁ ରାସ୍ତାରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବେଲପଡା ବ୍ଲକ ମାଲପଡା ଗାଁର କୀର୍ତ୍ତି ଧରୁଆ(୨୮ବର୍ଷ) ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ପଠାଇଥିଲା
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ନବରାତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟଦେବୀ ମା' ପାଟଣେଶ୍ୱରୀଙ୍କ ନବରାତ୍ରି ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ନୀତି ନିୟମରେ ପୂଜାବିଧି ଚାଲିଥିବା ବେଳେ ଭକ୍ତମାନେ ମାନସିକ ରଖି ଦୀପ ପ୍ରଜ୍ଜଳନ କରୁଛନ୍ତି । ଚଣ୍ଡିପାଠ, ମାଁଙ୍କର ମନ୍ତ୍ର ତଥା ଭୋର ସକାଳୁ ପୂଜା ସୂର୍ଯ୍ୟପୂଜାରୁ
Read More...