Yearly Archives

2022

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…
Read More...

କଛାରପାଲି ରଣାପଡ଼ାର ୫୬ତମ ଦୁର୍ଗାପୂଜା ଅବସରରେ ଚବିଶ ପ୍ରହରୀ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ରଣାପଡ଼ାର ଜୟଦୂର୍ଗା କ୍ଲବ ପକ୍ଷରୁ ୫୬ତମ ଦୁର୍ଗାପୂଜା ଅବସରରେ ହେବାକୁ ଥିବା ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ସୋମବାର ଦିନ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୂର୍ଗା ପୂଜା କର୍ତ୍ତା ଭାବେ ଅଜୟ ରଣା ଓ…
Read More...

ବଙ୍ଗୋମୁଣ୍ଡା ବ୍ଲକ ଏନ୍‌ପିଏସ୍‌ ଶିକ୍ଷକ ସଂଘର ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବରୋବାହାଲ ଉଦ୍ୟାନ ବିଭାଗର ଚାରା ଉତ୍ପାଦନ କେନ୍ଦ୍ରଠାରେ ବଙ୍ଗୋମୁଣ୍ଡା ବ୍ଲକ ଏନ୍‌ପିଏସ୍‌ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରାଙ୍କ ସଭାପତିତ୍ୱରେ…
Read More...

ସୁକନ୍ୟା ମହୋତ୍ସବରେ ଯୋଗଦେଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକ ମଣ୍ଡଳ ଆନୁକୂଲ୍ୟରେ ମଙ୍ଗଳବାର ଦିନ 'ସୁକନ୍ୟା ମହୋତ୍ସବ' ସ୍ଥାନୀୟ ସୁକୁଣ୍ଡା ରୋଡ୍‌ ସ୍ଥିତ ନେତାଜୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସହକାରୀ ଡାକ ଅଧ୍ୟକ୍ଷା କିରଣମାଳା ପଣ୍ଡାଙ୍କ ସଂଯୋଜନାରେ…
Read More...

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ବେଳେ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ବୁଧବାର ହେବାକୁ ଥିବା ବେଳେ ଅଧିକାରୀ ମାନେ ପହଞ୍ଚିବା ପୂର୍ବରୁ ଉତ୍ତେଜନା ପ୍ରକାଶ ପାଇଥିଲା ।…
Read More...

ସଚେତନ ହେମା ସାଂସ୍କୃତିକ ସଂଗଠନ ପକ୍ଷରୁ ‘ମା ସାବିତ୍ରୀବାଇ ଫୁଲେ’ ନାଟକ ପ୍ରଦର୍ଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନ ହେମା, ସାଂସ୍କୃତିକ ସଂଗଠନ ଢୋଲବନ୍ଧ, ସର୍ଗିବାହାଲ ପକ୍ଷରୁ କମଗାଁ କନିଷ୍ଠ ମହାବିଦ୍ୟାଳୟ, କମଗାଁ, ବରଗଡଠାରେ 'ମା ସାବିତ୍ରୀବାଇ ଫୁଲେ' ନାଟକ ପ୍ରଦର୍ଶିତ ହୋଇଟାଇଛି । ନାଟକକୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ସାହୁ । ସାବିତ୍ରୀ…
Read More...

ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଅଳକା ସାହୁଙ୍କୁ ଗୁରୁ ପଦ୍ମ ସମ୍ମାନ-୨୦୨୨ରେ ସମ୍ମାନିତ

ରାଜ୍ୟସ୍ତରୀୟ ଉର୍ବଶୀ ସମ୍ମାନ ସାମାରୋହରେ ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତଥା ଉତ୍କଳ ରଙ୍ଗମଞ୍ଚରେ କଲ୍‌ଚରାଲ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ…
Read More...

କୂଷ୍ମାଣ୍ଡା ବେଶରେ ଆଜି ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି କୂଷ୍ମାଣ୍ଡା ବେଶରେ । ସହର ତଥା ଜିଲ୍ଲାର ସମସ୍ତ ଦେବୀ ପୀଠରେ ଆଜି କୂଷ୍ମାଣ୍ଡା ରୂପରେ ପୂଜା ପାଇଛନ୍ତି ଜଗତ୍‌ଜନନୀ ଦୁର୍ଗତିନାଶିନୀ ମା’ । ତେବେ ତାଙ୍କ କୂଷ୍ମାଣ୍ଡା ବେଶ ସଂପର୍କରେ ପୌରାଣିକ କଥାବସ୍ତୁ…
Read More...

ମା’ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଲୋଏର ବସ୍‌ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ପରିସରରେ ଚଳିତ ବର୍ଷ ହେବାକୁ ଥିବା ମା' ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂଜା କମିଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋଇ ଶୁଭଖୁଣ୍ଟି…
Read More...

ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯୁକ୍ତ ଦୁଇ ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାର ସଭାକକ୍ଷରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର…
Read More...