ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ – ଚତୁର୍ଥ ଦିବସ
ବଲାଙ୍ଗିର, (କେପିଏନ୍ଏସ୍) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ୪ଟି ମ୍ୟାଚ ଖେଳା ଯାଇଛି । ବାଳକ ବିଭାଗରେ ଖପ୍ରାଖୋଲ ଓ ମୁରିବାହଲ, ଟିଟିଲାଗଡ ଓ ତୁରେକେଲା, ଗୁଡଭେଲା ଓ ଆଗଲପୁର, ବଙ୍ଗୋମୁଣ୍ଡା ଓ ବେଲପଡା ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ!-->…
Read More...
Read More...